୧ – ପଦ୍ମ ଫୁଲ ମା ଲକ୍ଷ୍ମୀଙ୍କ ଓ ଭଗବାନ ବିଷ୍ନୁ ଙ୍କର ଖୁବ ପ୍ରିୟ ଅଟେ l ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ପଦ୍ମ ଫୁଲ ନିହାତି ଅର୍ପଣ କରିବା ଆବଶ୍ୟକ ଓ ଏହାକୁ ନିଜ ଅଲମାରୀରେ ରଖି ଦିଅନ୍ତୁ l ଫୁଲ ଟି ଶୁଖିବା ପରେ କିନ୍ତୁ ଆଲମାରୀ ରେ ରଖନ୍ତୁ ନାହିଁ l ପଦ୍ମ ଫୁଲ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ଓ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l
୨ – ମାନ୍ୟତା ଅନୁସାରେ ଖଣ୍ଡ ହଳଦୀ ଗଣ୍ଠି ସ୍ପନଙ୍କ ଆର୍ଥିକ ଅସୁବିଧା କୁ ଦୂର କରିବାରେ ସାହାଯ୍ୟ କରିଥାଏ l ହଳଦୀ କୁ ଅନେକ ଗୁଡିଏ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହୋଇଥାଏ l ତେଣୁ ଶୁକ୍ରବାର ଦିନ ନାଲି କପଡା ରେ ହଳଦୀ ଖଣ୍ଡକୁ ଲକ୍ଷ୍ମୀଙ୍କୁ ଅର୍ପଣ କରି ଆଲମାରୀ ରେ ରଖନ୍ତୁ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l
୩ – ହଳଦିଆ କଉଡ଼ି ଲକ୍ଷ୍ମୀଙ୍କ ର ଖୁବ ପ୍ରିୟ ଅଟେ ମାନ୍ୟତା ଅନୁସାରେ ଏହାକୁ ଧନ ସ୍ଥାନରେ ରଖିବା ଖୁବ ଶୁଭ ଅଟେ l ତେଣୁ ଶୁକ୍ରବାର ଦିନ ବିଷ୍ନୁ ଙ୍କୁ ଅର୍ପଣ କରି ଆଲମାରୀ ରେ ରଖି ଦିଅନ୍ତୁ ଧନ ରେ ବୃଦ୍ଧି ହୋଇଥାଏ l
୪ – ଦର୍ପଣ ଖୁବ ଶୁଭ ଅଟେ l ତେଣୁ ଘରର ଉତ୍ତର ଦିଗରେ ଗୋଟିଏ ଦର୍ପଣ ରଖନ୍ତୁ, ଏହାଦ୍ୱାରା ଧନ ର ବୃଦ୍ଧି ହୋଇଥାଏ l
୫ – ନାଲି କପଡାର ମାନ୍ୟତା ଧାର୍ମିକ ଦୃଷ୍ଟିରୁ ଅନେକ ମାତ୍ରାରେ ରହିଛି l ସେଥିପାଇଁ ଧନ ରଖିବା ସ୍ଥାନରେ ୧୧ କିମ୍ବା ୨୧ ଟଙ୍କା ନାଲି ରଙ୍ଗର କପଡା ରେ ଗୁଡ଼ାଇ ରଖି ଦିଅନ୍ତୁ l ଏପରି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ l
