Odisha news

ଡାକ୍ତରଖାନା ଗୁଡିକରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ପାଇଁ ‘ଶ୍ରଦ୍ଧା ଅରପନ’ପଦକ୍ଷେପର ଶୁଭାଆରମ୍ଭ ସୋ ଆମ ଆଇ ଫାଉଡେଶନ୍ ୨ ମାସର ରାସନ

0

ଭୁବନେଶୂର,୨୨ଏପ୍ରିଲ ୨୦୨୦: କୋରୋନାଭାଇରସରତାଲାବନ୍ଦ ସମୟରେଭୁବନେଶୂରର ୫୦୦୦ରୁ ଉର୍ଦ୍ଧ ପରିବାରଙ୍କୁରାସନ ଯୋଗାଇବା ପରେବର୍ତମାନ ସୋ ଆମ ଆଇ ଫାଉଡେଶନ୍ଟ୍ରଷ୍ଟ ଆଗେଇ ଆସିଛି ନିଜର ‘ଶ୍ରଦ୍ଧା ଅରପନ’ର ପଦକ୍ଷେପ ଦ୍ୱାରାଓଡିଶାର ୧୦ ଜିଲ୍ଲାରେ ଥିବାଏହାରଡାକ୍ତରଖାନାରଚୁକ୍ତିଭିତିକ/ ଆଉଟସୋର୍ସ ନିମ୍ନ ଆୟକାରୀକର୍ମଚାରୀଙ୍କୁ ୨ମାସର ରାସନ ପ୍ରଦାନ କରିବାପାଇଁ । ଓଡିଶାପୋଲିସହାଉସିଂୱେଲଫେୟାରକର୍ପୋରେସନ ଚେୟାରମ୍ୟାନ ତଥା ଏମଡି ଆଇପିଏସଶ୍ରୀଲଳିତ ଦାସକପିଟାଲହସ୍ପିଟାଲ ର କର୍ମଚାରୀ ଙ୍କ ପାଇଁକପିଟାଲହସ୍ପିଟାଲ ନିର୍ଦେଶକଡାକ୍ତର ଅଶୋକ ପଟ୍ଟନାୟକ, ଡାକ୍ତରଖାନା ଅଧିକ୍ଷକଡାକ୍ତର ଧନଜୟ ଦାସ ଙ୍କ ଉପସ୍ଥିତରେଏହି “ଶ୍ରଦ୍ଧା ଅର୍ପଣ” କାର୍ଯ୍ୟକ୍ରମ ର ଶୁଭାରଂଭଭୁବନେଶ୍ୱରକପିଟାଲହସ୍ପିଟାଲଠାରେକରିଥିଲେ.ପିନାକୀମହାନ୍ତି ଓ ସୋ ଆମ ଆଇ ଫାଉଡେଶନ୍ ପ୍ରତିଷ୍ଠାତା ଡକ୍ଟର. ଚିଦତମିକାଖଟୁଆଙ୍କଉପସ୍ଥିତିରେହୋଇଥିଲା । ଏହିକାର୍ଯ୍ୟକ୍ରମ ଦ୍ୱାରାକ୍ୟାପିଟାଲହସ୍ତିିଟାଲ, ଭଦ୍ରକଡିଏଚକ୍ୟୁଡାକ୍ଟରଖାନା, ପୁରୀଡିଏଚକ୍ୟୁଡାକ୍ଟରଖାନାଏବଂବାରିପଦା ଏଚକ୍ୟୁଡାକ୍ଟରଖାନାକର୍ମକର୍ତାମାନଙ୍କୁ ୨ ମାସରରାସନ ଯୋଗାଇ ଦିଆଯିବ ।
ସୋ ଆମ୍ ଆଇ ଫାଉଣ୍ଡେସନ୍ଟ୍ରଷ୍ଟର ପଦକ୍ଷେପକୁ ପ୍ରଶଂସାକରି ଡକ୍ଟର ପଟ୍ଟନାୟକକହିଛନ୍ତି ଯେ ଏହିଗୁରୁତ୍ୱପୂର୍ଣ୍ଣସମୟରେଏହି ପଦକ୍ଷେପ କର୍ମୀମାନଙ୍କ ପାଇଁ ଏକ ଉତ୍ସାହହେବ ।
ଶ୍ରୀଲଲିତ ଦାସକହିଛନ୍ତି ଯେ ସୋ ଆମ୍ ଆଇ ଫାଉଣ୍ଡେସନ୍ଟ୍ରଷ୍ଟ ଦ୍ୱାରାସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିସମବେଦନା ନିଶ୍ଚିତ ଭାବରେସମାଜରେକୋଭିଡଯୋଦ୍ଧାଙ୍କୁସମ୍ମାନ ଜଣାଇବା ର ବାର୍ତା ଦେବ ।
ସୋ ଆମ୍ ଆଇ ଫାଉଣ୍ଡେସନ୍ଟ୍ରଷ୍ଟର ପ୍ରତିଷ୍ଠାତା ପିନାକିମହାନ୍ତିସୂଚନା ଦେଇଛନ୍ତି ଯେ, “ଫାଉଣ୍ଡେସନ ଏଭଳିକାର୍ଯ୍ୟକ୍ରମଜାରିରଖିବଏବଂ ପୁରୀ, ଭଦ୍ରାଖରଏବଂବାରିପଦା ର ସ୍ୱାସ୍ଥ୍ୟକର୍ମୀଙ୍କୁଶ୍ରଦ୍ଧା ଆରପନ୍ ଅଧୀନରେରାସନ ବଣ୍ଟନ କରିବ ।ବରିପଡାଜିଲ୍ଲାହେଡକ୍ୱାର୍ଟର୍ସହସ୍ପିଟାଲରେତୁରନ୍ତ ଏବଂ ପରବର୍ତ୍ତୀସମୟରେଜିଲ୍ଲାରସମସ୍ତହେଡକ୍ୱାର୍ଟର୍ସହସ୍ପିଟାଲରେ ବଣ୍ଟନ କାର୍ଯ୍ୟକ୍ରମଜାରିରଖିବ ।
ସୋ ଆମ୍ ଆଇ ଫାଉଣ୍ଡେସନ୍ଟ୍ରଷ୍ଟ ର ସହ ପ୍ରତିଷ୍ଠାତାଡାକ୍ତରଚିଭିଡମିକାଖାଟୁଆ,କୋଭିଡ୍ୱାରିୟର୍ସଙ୍କୁସେବାକରିବାରସୁଯୋଗ ଦେଇଥିବାରୁକ୍ୟାପିଟାଲ୍ହସ୍ପିଟାଲରସିଏମଡ଼ି, ଅପହବସିଏବଂ ନିଦେ୍ର୍ଦଶକଙ୍କୁ ଧନ୍ୟବାଦ ଜଣାଇଥିଲେ କ୍ଷ
ଗତ ସପ୍ତାହରେଏମ/ଏସ୍ଏମଜିମହାନ୍ତିଙ୍କସମର୍ଥନରେସାଇ ଫାଉଡେଶନ୍ଓଡିଶାସରକାରଙ୍କଖାଦ୍ୟ ସୁରକ୍ଷା ଆଇନରୁବାଦ୍ ପଡିଥିବାକେବଳଭୁବନେଶୂରର ୫୦୦୦ ପରିବାର ନୁହେଁବରଂଓଡିଶାର ଅନ୍ୟସ୍ଥାନର ୫୦୦୦ ପରିବାରଙ୍କୁ ୧୫ ଦିନରରାସନ ଯୋଗାଇ ଥିଲେ । ତାଲାବନ୍ଦ ଆରମ୍ଭ ଦିନରୁ ପ୍ରାୟ ୧୦୦୦ କାର୍ଯ୍ୟରତପୋଲିସ/ ଟ୍ରାଫିକକନେଷ୍ଟବଳ, ଅବହେଳିତବୃଦ୍ଧ, ମହିଳା,ଭିନ୍ନକ୍ଷମଏବଂଶ୍ରମିକମାନଙ୍କୁତରଭୁଜ, ରନ୍ଧାମଧ୍ୟହ୍ନଭୋଜନ, ଜଳଖିଆଏବଂରାତ୍ରୀଭୋଜନ ପ୍ରଦାନ କରିଆସୁଅଛି ।
ସୋ ଆମ୍ ଆଇ ଫାଉଡେଶନ୍ଟ୍ରଷ୍ଟ୍ ଯାହାକି ଏକ ଅଣ-ଲାଭକାରିସଂସ୍ଥାତାହାରମୂଳଲକ୍ଷ୍ୟହେଉଛି, ଓଡିଶାକୁକ୍ଷୁଧାମୁକ୍ତକରିବାଯେଭଳିଜଣେଲୋକ ମଧ୍ୟ ଭୋକିଲାଶୋଇବେ ନାହିଁ । ସଂଗଠନ ଦ୍ୱାରାଭୋକିଲାଲୋକଙ୍କୁଖାଦ୍ୟ ଯୋଗାଇବା ପାଇଁ ଆହାରକେନ୍ଦ୍ର, ମୋବାଇଲଭ୍ୟାନ ଭଳି ଅନେକ ପଦକ୍ଷେପ ନିଆଯାଇଛି ।

Leave A Reply