Odisha news

ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଶୁକ୍ରବାର ଦିନ କରନ୍ତୁ ଲବଙ୍ଗରେ ଏହି ଉପାୟ

0
ହିନ୍ଦୁ ପୂଜାପାଠ ରେ ଲବଙ୍ଗକୁ ଖୁବ ମାନ୍ୟତା ଦିଆଯାଇ ଥାଏ l ଆଜିର ଜ୍ୟୋତିଷ ଶାସ୍ତ୍ରରେ ଲବଙ୍ଗରେ କିଛିଟା ସହଜ ଉପାୟ ବିଷୟ ରେ କୁହାଯାଇଛି l ଯଦି ଆପଣ ନିଜର ଭାଗକୁ ବଦଳାଇ ବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଗୁଡିକୁ ନିଶ୍ଚିତ ଆପଣାନ୍ତୁ l
* ଶୁକ୍ରବାର ଦିନ ସକାଳେ ପୂଜା ସାରିବା ପରେ ୫ଟି ଲବଙ୍ଗ ଓ ୩ଟି ଗୁଜୁରାଟିକୁ କର୍ପୁର ସହିତ ଜଳାନ୍ତୁ ଓ ସେହି ଅଗ୍ନି କୁ ସାରା ଘର ଭିତରେ ବୁଲାନ୍ତୁ l ଏହାଦ୍ୱାରା ଘରର ନାସ୍ତିକ ଶକ୍ତି ଦୁରେଇ ଯିବ ଓ ଆପଣ ନିଜ ପରିଶ୍ରମର ଫଳ ପାଇପାରିବେ l
* ଶୁକ୍ରବାର ଦିନ ପୂଜା ସାରିବା ପରେ ଠାକୁରଙ୍କ ନିକଟରେ ଲବଙ୍ଗ ଅର୍ପଣ କରି ଦାନ କରିବା ଆବଶ୍ୟକ l ଏପରି କରିବା ଦ୍ୱାରା ଯେଉଁ ଲୋକଙ୍କ କୁଣ୍ଡଳୀରେ ରାହୁ କେତୁ ସ୍ଥିତି ଅନୁକୂଳ ନଥାଏ ତାହା ଠିକ ହୋଇଯାଏ l
* ଶୁକ୍ରବାର ଦିନ ଗୋଟିଏ ନାଲି କପଡ଼ାରେ ୫ଟି ଲବଙ୍ଗ ଓ ୫ଟି କଉଡ଼ି ବାନ୍ଧି ଠାକୁରଙ୍କୁ ସମର୍ପଣ କରି ନିଜ ଆଲମିରା ଭିତରେ ରଖି ଦିଅନ୍ତୁ ମିଳିବ କାର୍ଯ୍ୟରେ ସଫଳତା ଓ ହେବ ଧନପ୍ରାପ୍ତି l
* ଘରୁ ଯେତେବେଳେ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ସେତେବେଳେ ଧ୍ୟାନ କରି ଲକ୍ଷ୍ମୀଙ୍କୁ ପାଟିରେ ୨ଟି ଲବଙ୍ଗ ରଖି ପଦାକୁ ଯାଆନ୍ତୁ l ମିଳିବ ସମସ୍ତ କାର୍ଯ୍ୟରେ ସଫଳତା l
* ଅମାବାସ୍ୟା ଓ ପୁର୍ନମି ଦିନ ଲକ୍ଷ୍ମୀଙ୍କୁ ଧ୍ୟାନ କରି ୨୧ ଟି ଲବଙ୍ଗକୁ କର୍ପୁର ସହିତ ଜଳାନ୍ତୁ , ବାକି ପଡିଥିବା ଧନ ଫେରି ପାଇବେ l
Leave A Reply

Your email address will not be published.