Odisha news

ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ୟ ଦିନରେ ୧୦୬ ଜଣଙ୍କୁ ଭ୍ୟାକସିନ ଟିକା ପ୍ରଦାନ

0

କୁଆଖିଆ ୧୮/୧୨(ସ.ବ୍ୟୁ) ରସୁଲପୁର ବ୍ଲକ ଅଂଚଳର ସର୍ବପୁରାତନ ମଧୁବନ ସ୍ୱାସ୍ୟ୍ଥକେନ୍ଦ୍ର ପକ୍ଷରୁ ଆଜି ୨ୟ ପର୍ଯ୍ୟାୟରେ ମୋଟ ୧୦୬ ଜଣ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ, ଆଶା ଅଙ୍ଗନବାଡି କର୍ମୀ ଓ କରୋନା ଯୋଦ୍ଧାଙ୍କୁ ପ୍ରଥମ କରି ଭ୍ୟାକସିନ ଟିକା ପ୍ରଦାନ କରାଯାଇଛି । ଏହି ଉସôବରେ ମଧୁବନ ମେଡିକାଲ ଅଫିସର ଡାକ୍ତର ବିଶ୍ୱରଂଜନ କର, ଡାକ୍ତର ବସନ୍ତ କୁମାର ପଣ୍ଡା.ଡାଃ ଜ୍ୟୋତି ପ୍ରକାଶ ପଣ୍ଡା ବିଡିଏମ ଲିଲିପ୍ତା ପୃଷ୍ଟି ଡିଇଓ ସୌମ୍ୟଜିତ ଦାସ ଏଲଏଚଭି ସଂନ୍ଦ୍ୟାରାଣୀ ରାଉତ ଙ୍କ ସହ ଅନ୍ୟାନ୍ୟ ମେଡିକାଲ ଅଧିକାରୀ ବୃନ୍ଦ ଯୋଗଦେଇ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଆଶାକର୍ମୀ ଯୋଗଦେଇଥିଲେ ।

Nalco
Leave A Reply