Odisha news

ଆଂଟିଜେନ ପଦ୍ଦତିରେ ୪୪ ସ୍ୱାବ ସଂଗ୍ରହ ୨ କରୋନା ଚିହ୍ନଟ

0

କୁଆଖିଆ : ରସୁଲପୁର ବ୍ଲକ ଅଂଚଳର ବ୍ରହ୍ମବରଦା ହାଜିରହିମିଆ ହାଇସ୍କୁଲରେ ଆଜି କୋଭିଡ ପାଇଁ ଆଂଟିଜେନ ପଦ୍ଦତିରେ ୪୪ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ଏହା ଛଡା ଆରଟିପିସିଆର ପଦ୍ଦତିରେ ୯ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

ସେଥିରୁ ୨ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି । ସେମାନଙ୍କୁ ହୋମ ଆଇସୋଲେସନରେ ଛଡାଯାଇଥିବା ଜଣାପଡିଛି । ଏଥିରେ ରସୁଲପୁର ତହସିଲଦାର ଜ୍ୟୋତି କାନ୍ତ ଭୁଜବଳ ଓ ଡାକ୍ତର ବିଶ୍ୱରଂଜନ କର ଡଃ ବସନ୍ତ କୁମାର ପଣ୍ଡା ଓ ସୁପର ଭାଇଜର ଅଶୋକ ବୋଇତାଇ ଓ ଅନ୍ୟାନ୍ୟ ମେଡିକାଲ ଅଧିକାରୀ ବୃନ୍ଦ ଉପସ୍ତିତ ଥିଲେ ।

Leave A Reply