କୋଣାର୍କ,୨।୧୨ ଚନ୍ଦ୍ରଭାଗାରେ ଆୟୋଜିତ ଆର୍ନ୍ତଜାତୀୟ ବାଲୁକାକଳା ପ୍ରଦର୍ଶନୀ ଦେଶର କୋଣ ଅନୁକଣର ୭୦ ଜଣ ପ୍ରବୀଣ ବାଲୁକାଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି ।
୨୫ ଟି ଷ୍ଟଲରେ ଏହି ୭୦
ବଙ୍ଗୋପସାଗର ତଟ ଚନ୍ଦ୍ରଭାଗା ର ସୂଷ୍କ ବାଲୁକା ରାଶିରେ ଶିଳ୍ପୀଙ୍କ ଗଢ଼ାଯାଇଥିବା ବାଲୁକାକଳା ବେଶ ଆକଷଁରୀୟ ହୋଇଥିଲା । ଆଜି ନାମପଂଜୀକରଣ କରିବା ସହିତ ସାମାଜିକ ଦୁରତା ରକ୍ଷାକରି ବାଲୁକାକଳା ପ୍ରଦର୍ଶନୀ ଦେଖିବା ଲାଗି ଚନ୍ଦ୍ରଭାଗାରେ ଜନସମାଗମ ହୋଇଥିଲା ।
