ଚୀନ୍ : ଚୀନ୍ର ଉହାନ୍ ନଗରୀରୁ ବ୍ୟାପିଥିବା କରୋନାଭାଇରସ୍ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ବେଳେ ତାଇୱାନ୍ରେ ଟିଭି ସରିଏଲ୍ରେ କିସିଂ ଦୃଶ୍ୟ ସୁଟିଂ ଉପରେ ରୋକ୍ ଲାଗିଛି । ସଂକ୍ରମଣରୁ କରୋନା ବ ୍ୟ । ପୁ ଥ ି ବ । ର ୁ କ ଳ । କ । ର ମ । େ ନ ପରସ୍ପରର ଅତି ନିକଟତର ନ ହେବାକୁପରାମର୍ଶ ଦିଆଯାଇଛି । ଫୋର୍ମୋସା ଟିଭିରେ ପ୍ରସାରିତ ସିରିଏଲ୍ ‘ଗୋଲଡଲ୍ ସିଟି’ରେ ଅଭିନେତ୍ରୀ ମିୟା ଚିଉ ଓ ଅଭିନେତା ଜୁନ୍ ଫୁ’ଙ୍କ ଉପରେ ଅଧିକ ଚୁମ୍ବନ ଦୃଶାୟିତ ହୋଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି କଳାକାର କିସିଂ ସିନ୍ ସୁଟ୍ କରନ୍ତି । ଏଣିକି କରୋନାଭାଇରସ୍ ପାଇଁକିସିଂ ସିନ୍ ଏମାନେ କରିବେ ନାହିଁ । ଏହା ବାଦ୍ ଫିଲ୍ମ ତଥା ସିରିଏଲ୍ କଳାକାରଙ୍କୁ ମାସ୍କ ଲଗାଇବାକୁ କୁହାଯାଇଛି ।
