ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପୁଲିସ ଅଧିନ ସଦରଥାନାରେ କାର୍ଯ୍ୟ କରୁଥିବା ଜଣେ ପୁଲିସ ଏସଆଇ କରୋନା ଆକ୍ରାନ୍ତ ହୋଇଭୁବନେଶ୍ୱର ର କୋଭିଡ ହସ୍ପିଟାଲରେ ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି ।

ମୃତକ ହେଲେ ଏସଆଇ ସନ୍ତୋଷ କୁମାର ଦାଶ । କରୋନା ଯୋଦ୍ଧା ଶ୍ରୀ ଦାଶଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ଆଜି ଜିଲ୍ଲା ପୁଲିସର ବିଭିନ୍ନ ଥାନାରେ ଏବଂ ଜିଲ୍ଲାପୁଲିସ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଛି

LEAVE A REPLY

Please enter your comment!
Please enter your name here