ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲାରେ ବିଏମସିକୁ ବାଦଦେଇ ମୋଟ ୨୦୦ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ସହରରେ ଜଣେ ୬୮ ବର୍ଷ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ୧୮୦ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ବାଲିଅନ୍ତାରେ-୪୦, ବାଲିପାଟଣାରେ-୯, ଭୁବନେଶ୍ୱରରେ-୨୩, ଜଟଣୀରେ-୯, ଖୋର୍ଦ୍ଧାରେ-୪୩, ବେଗୁନିଆରେ-୧୬, ବୋଲଗଡରେ-୧୬, ଟାଙ୍ଗିରେ-୫, ଚିଲିକାରେ-୧୭, ବାଣପୁରରେ-୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁସ୍ଥଙ୍କ ମଧ୍ୟରେ ବାଲିଅନ୍ତାରେ-୭୮, ବାଲିପାଟଣାରେ-୯, ଭୁବନେଶ୍ୱରରେ-୧୨, ଖୋର୍ଦ୍ଧାରେ-୨, ବେଗୁନିଆରେ-୬, ବୋଲଗଡରେ-୩୧, ଟାଙ୍ଗି-୧୪, ଚିଲିକା-୨୦, ବାଣପୁର-୮ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ତେବେ ସହରରେ ଜଣେ ବ୍ୟକ୍ତିଙ୍କ କରୋନାର ମୃତ୍ୟୁ ହୋଇଥିବାବେଳେ ଜେଲ ରୋଡ ଅଚଂଳକୁ ପୈାର ପରିଷଦ ପକ୍ଷରୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଫଳରେ ଏହି ଅଂଚଳରେ ଯାତାୟତ ଉପରେ ରୋକ ଲଗାଯିବା ସହିତ ଅଯଥାରେ ଘରୁ ନ ବାହାରିବା ପାଇଁ ନିଦେ୍ର୍ଦଶ ରହିଛି ।

LEAVE A REPLY

Please enter your comment!
Please enter your name here