Odisha news

ଖଲ୍ଲିକୋଟ ରାଣୀଙ୍କ ଗଡ଼ରେ ଉଗ୍ର ହେଉଛି ରାଜନୈତିକ ହିଂସା

0

ଗତ କାଲି ବିଳମ୍ବିତ ରାତିରେ ଘଟିଥିବା ରାଜନୈତିକ ହିଂସା ରେ ୪ଗୁତୁତର ଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମ ର ଦିଲୀପ ପାହାନ। ଏହି ଘଟଣା ଘଟିବା ପରେ ଉତକ୍ତ ଗ୍ରାମବାସୀ ଖଲ୍ଲିକୋଟ ଥାନା ସମ୍ମୁଖରେ ଥିବା ମୂଖ୍ୟ ରାସ୍ତା ଅବରୋଧ କରିଛନ୍ତି ସେପଟେ ସୂର୍ଯ୍ୟମଣି ବୈଦ୍ୟ ଙ୍କ ଘର ଆଗରେ ଥିବା ୩ଗୋଟି କାର ଓ ବାଇକ୍ କୁ ଭଙ୍ଗାରୁଜା କରାଯାଇଅଛି। ଏ ନେଇ ଖଲ୍ଲିକୋଟ ପୋଲିସ୍ ମୁତୟନ ହେବା ସହିତ ତଦନ୍ତ ଜାରି ରଖିଛି।

Ad2
Leave A Reply