Odisha news

କେନ୍ଦ୍ରାପଡା : ସଂକ୍ରମଣ ଆଶଙ୍କାରେ ଜନଶୂନ୍ୟ ସହରର ବାଇପାସ ରାସ୍ତା

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ସହରରେ ଗତକାଲି ଜଣେ ଯୁବକ ସଂକ୍ରମିତ ହୋଇଥିବା ପ୍ରଚାର ହେବାପରେ ଜନ ସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । ଏହି ଯୁବକଙ୍କ ଘର ସହର ମଝିରେ ଥିବାରୁ ପରିବାର ର ସଦସ୍ୟମାନେ ବହୁ ଲୋକଙ୍କ ସଂପର୍କରେ ଆସୁଥିବାରୁ ସଂକ୍ରମଣ ବ୍ୟାପକ ହେବାର ଆଶଙ୍କାରେ ଲୋକେ ସେ ଘରବାଟେ ଯିବାପାଇଁ ଭୟ କରିଥିଲେ । ସଂକ୍ରମଣ ଆଶଙ୍କାରେ ଗୋବରୀ ନଦୀକୂଳ ବାଇପାସ୍ ରାସ୍ତା ଜନଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି ।

Nalco
Leave A Reply