Odisha news

ନୂତନ ବି.ଇି.ଓ ଙ୍କୁ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ନ୍ଧନା

0

କେନ୍ଦ୍ରାପଡା-(ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ବ୍ଲକର ନୂତନ ମଣ୍ଡଳ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା କୈଳାସ ଚନ୍ଦ୍ର ଦଳାଇଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ନ୍ଧନା ଦିଆ ଯାଇଥିବା ଜଣାପଡିଛି । ସୋମବାର ନିଖିଳ ଉକôଳ ନିମ୍ନ ମା୍ମମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ, ସଂପାଦକ ଅଶୋକ କୁମାର ସାହୁ, ସଂହ ସଂପାଦକ ସେକ ମନସୁର ଅଲ୍ଲ୍ୀ ପ୍ରମୁଖ ଉପସ୍ଥିତ ହୋଇ ଶ୍ରୀ ଦଳାଇଙ୍କୁ ସମ୍ବର୍ନ୍ଧନା ଦେଇଥିଲେ । ଏହି ସମ୍ବର୍ନ୍ଧନା ଉସôବରେ ଅନନ୍ତ କୁମାର ପରିଡା, ସେକ ଖତିବ ପ୍ରମୁଖ ଉପସ୍ଥିତ ଥିଲେ ।
ଭୂଇଁପୁର ପଂଚାୟତ ରେ ବ୍ୟାପକ ଦୁର୍ନିତିର ତଦନ୍ତ ଦାବି

Nalco
Leave A Reply