Odisha news

କେନ୍ଦ୍ରାପଡା : ସଟ ଡାଉନ ସାଙ୍ଗକୁ ଲଗାଣ ବର୍ଷା , ଫିକା ପଡିଲା ରଜ ପର୍ବ

0

କେନ୍ଦ୍ରାପଡା-୧୪/୦୬ ପବିତ୍ର ରଜ ପର୍ବ ଓଡିଶାରେ ମହା ଆଡମ୍ବର ରେ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ସରକାରଙ୍କ ନିଦେ୍ର୍ଦଶ କ୍ରମେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ପ୍ରଭୃତି କୁ ନେଇ ଏହି ପର୍ବ ମାନ୍ଦା ଥିବା ବେଳେ ରବିବାର ସକାଳୁ ଲଗାଣ ବର୍ଷା ଓ ସଟ ଡାଉନ ଯୋଗୁ ରଜ ପର୍ବଟି ସଂପୂର୍ଣ୍ଣ ଫିକା ପଡିଛି ।

ଝିଅ ମାନେ ସଜବାଜ ହୋଇ ନିଜ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ସହର ର ପ୍ରାୟ ଶତାଧିକ ସ୍ଥାନରେ ରଜରେ ଝୁଲଣ ଲଗା ଯାଇଥାଏ । ଝିଅ ମାନେ ସଜବାଜ ହୋଇ ସେଇ ଝୁଲଣରେ ଝୁଲିଥାନ୍ତି । କିନ୍ତୁ ସରକାରଙ୍କ କରୋନା କଟକଣା ଏ ସବୁକୁ ଫିକା ପକାଇ ଦେଇଛି ।

Leave A Reply