Odisha news

ବିଶ୍ୱା ସାଇକେଲ୍ ଦିବସରେ ଯାଜପୁର ଥାନାଧିକାରୀଙ୍କ ଦ୍ୱାରା କରୋନା ସଚେତନତା ବାର୍ତ୍ତା

0

ଯାଜପୁର  : ଆଜି ବିଶ୍ୱ ସାଇକେଲ ଦିବସରେ ଯାଜପୁର ଟାଉନ ଥାନା ପକ୍ଷରୁ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ନେତୃତ୍ୱରେ ଏକ କରୋନା ସଚେତନତା ସାଇକେଲ୍ ରାଲି ଅନୁଷ୍ଠିତ ହୋଇଯାଇଛି । ଥାନାର ସମସ୍ତ ଅଧିକାରୀ ଓ କର୍ମ·ରୀଙ୍କ ଦ୍ୱାରା ସମଦୂରତା ରକ୍ଷା କରି କରୋନା ମହାମାରୀରୁ ନିଜକୁ ବିପଦ ମୁକ୍ତ ରଖିବା ପାଇଁ ସମସ୍ତେ ଏ ଲଢ଼େଇରେ ସହଯୋଗ କରିବାକୁ ଥାନାଅଧିକାରୀ ସହର ପରିକ୍ରମା କରି ଡ଼ାକ ବାଜି ଯନ୍ତ୍ର ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଥିଲେ । ଥାନାଧିକାରୀଙ୍କ ଦ୍ୱାରା ନିଆଯାଇଥିବା ଉକ୍ତ ପଦ କ୍ଷେପକୁ ଯାଜପୁର ବାସୀ ପ୍ରଶଂସା କରିଅଛନ୍ତି ।

Leave A Reply

Your email address will not be published.