କାକଟପୁର 28/1 -:ଚଳିତ ବର୍ଷ ପ୍ରଥମ କରି କାକଟପୁର ବ୍ଲକ ଅନ୍ତର୍ଗତ ଖାନପୁର ର ଅଗ୍ରଣୀ ସଂଗଠନ ଜେ ସି ସି କ୍ଲବ ଆୟୋଜନ କରିବାକୁ ଯାଉଛି ରାଜ୍ୟସ୍ତରୀୟ ଦିବା ରାତ୍ର ଟେନ ଟେନ କ୍ରିକେଟ ନାଇଟ ଧମାକା l ଏହି ଟୁର୍ନାମେଣ୍ଟ ଆସନ୍ତା ଫେବୃଆରୀ ୧୪ ତାରିଖ ରୁ ଆରମ୍ଭ ହୋଇ ୧୬ ତାରିଖ ରେ ଉଦଯାପନ ହେବ ବୋଲି କ୍ଲବ ର କର୍ମ କର୍ତା ମାନେ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି. l ରାଜ୍ୟର ବଛା ବଛା କ୍ରିକେଟ ଟିମ କୁ ନେଇ ୧୬ ଗୋଟି ଦଳ ଏହି ଟୁର୍ନାମେଣ୍ଟ ରେ ଭାଗନେବl ର କାର୍ଯ୍ୟକ୍ରମ ରହିଛି l . ଚମ୍ପିୟାନ ଦଳକୁ ୫୫000ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଉଥିବା ବେଳେ ରନର୍ସ ଦଳକୁ ୩୫000ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି କ୍ଲବ ର ସଭାପତି ମୁନସାଫ ଖାନ,ସମ୍ପାଦକ ରେହନ ଅଲ୍ଲୀ କୋଷାଧକ୍ଷ ଏଯାଜ ଅହମଦ ଜଣାଇଛନ୍ତି l ତିନି ଦିନ ବ୍ୟାପି ଏହି କ୍ରିକେଟ ଖେଳକୁ ୟୁଟୁବ ମାଧ୍ୟମରେ ପ୍ରସାରଣ କରାଯାଇ ରାଜ୍ୟର କ୍ରୀଡ଼ାପ୍ରେମୀ ମାନଙ୍କୁ ପ୍ରେରଣା ଯୋଗାଇବବୋଲି ସଂଘଠନ କର୍ମକର୍ତା ଜଣାଇଛନ୍ତି.l ଏହି କ୍ରିକେଟ ମ୍ୟାଚ କୁ ଶୃଙ୍ଖଳିତ ଓ ବ୍ୟାପକ କରିବାକୁ ସଂଘଠନ ସଦସ୍ୟ ସବୀର ଅହମଦ, ଭାଲୁ ବାବୁ, ହାପିଜ଼ ନିନହାଜ, ହାପିଜ଼ ଅଲିମ, ଧୀରେନ୍ଦ୍ର ଚାନ୍ଦ. ଲାଲl, କାଲା.ରାଜା.ୟlସ, ଆମଜାଦ, ତବରେଜ ପ୍ରମୁଖ ପରିଚାଳନା ଦାୟିତ୍ୱ ନେଇଛନ୍ତି ବୋଲି ଆୟୋଜକ କ୍ଲବ ପ୍ରକାଶ କରିଵା ସହିତ ଏହି ଟୁର୍ନାମେଣ୍ଟ ରେ ଭlଗନେବା ପାଇଁ ଇଛୁକ ପ୍ରତିଯୋଗୀ କ୍ରିକେଟ କ୍ଲବ 9937495723, ଓ 7894774117ଫୋନ ନମ୍ବର ରେ ଯୋଗାଯୋଗ କରିବାକୁ ସଭା ପତି ଜଣାଇଛନ୍ତି l