Odisha news

ସମାଜସେବୀ ଙ୍କ ପରଲୋକ

0
କାକଟପୁର 23/10 କାକଟପୁର ପ୍ରାଚୀ ବିହାର ର ଶଙ୍କର ବାରିକ (70) ଙ୍କର ହୃଦଘାତ ରେ ପରଲୋକ ହୋଇଯାଇଛି l ସେ ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ମଙ୍ଗଳା ଙ୍କ ପାଖକୁ ଆସୁଥିବା ମାନସିକ ଧାରି ଛୋଟ ପିଲା ଙ୍କୁ (ନଣ୍ଡା) କରିବା ସହ ସେବା ଯୋଗାଇ ଥାନ୍ତି l ତାଙ୍କ ବିୟୋଗ ରେ କାକଟପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ତାଙ୍କ ଅନ୍ତିମ ସଂସ୍କାର ସ୍ଥାନୀୟ କଲେଜ ଛକ ସ୍ଥିତ ସ୍ମସାନ ରେ ହୋଇଥିଲା l ପୁତ୍ର ସଞ୍ଜୁଆ, ଅଜୁଆ, ଭାଇ ରବି, ଜଇରାମ, ନାତୁଣୀ ସୋନାଲି, ସ୍ଵାଗତିକା, ପାୟଲ ଓ ବନ୍ଧୁ ବର୍ଗ ସ୍ଥାନୀୟ ବଜାର ବାସିନ୍ଦା ଉପସ୍ଥିତ ଥିଲେ
IEC 2 years
Leave A Reply