ଜମନକିରା,୦୫/୦୮ ଜମନକିରା ବ୍ଲକ ବଡରମା ପଞ୍ଚାୟତ ଚିନିମହୁଲ ଗ୍ରାମରେ ଆଜି ନୁଆଖାଇ ଭେଟଘାଟ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ରବିନାରାୟଣ ନାୟକ, ଜିଲ୍ଲା ପରିଷଦ ଜୋନ ୧ ସୁଜାତା ଖୁଣ୍ଟିଆ ପୂର୍ବତନ ଜିଲ୍ଲା ଚିୟାରମେନ ସୋଭରାମ ପ୍ରଧାନ,ଜମନକିରା ଯୁକ୍ତ 3 ମହାବିଦ୍ୟାଳୟ ପ୍ରିନିଶିପଲ ଅରୁଣ ପଟେଲ, ବଡରମା ସରପଞ୍ଚ ବିଜୟ କୁମାର ନାୟକ, ଗ୍ରାମ୍ୟ ସଭାପତି ଚିନ୍ତାମଣି ପ୍ରଧାନ ଉପସ୍ଥିତ ରହି ଗ୍ରାମବାସୀଙ୍କ ଶହ ନୂଆଁଖାଇ ଭେଟଘାଟ ପାଳନ କରିଥିଲେ। ଏହି ଅବସରରେ କଳାକାର ସମ୍ବିଲନୀ, ଶିଶୁ ମାନଙ୍କ ନାଚଗୀତ ସହ ରଙ୍ଗୀନ କୃଷ୍ଣଗୁରୁ ର ଆୟୋଜନ କରାଯାଇଥିଲା ।
