Odisha news

ଜମନକିରା ହାଇସ୍କୁଲ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

0
ଜମନକିରା,୧୬/୧: ଜମନକିରା ବ୍ଲକ ସ୍ଥିତ ଯୁକ୍ତ ୨ ମହାବିଦ୍ୟାଳୟରେ ଆଜି ଛାତ୍ରୀଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟନ ହୋଇଯାଇଛି ।
ମହାବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ରାଉତ ଶିବିରକୁ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟ ପିଇଟି ରଞ୍ଜନ ମହକୁଲ ଓ ତୃପ୍ତି ମଲ୍ଲିକ ଉପସ୍ଥିତ ରହି ସହଜୋଗ କରିଥିଲେ। ଏହି ତାଲିମ ଶିବିର ୧୬ ତରିକ ଠୁ ଆରମ୍ଭ ହୋଇ ଆସନ୍ତା ୨୪ ତାରିକ ସମାପ୍ତ ହେବାକୁ ଯାଉଥିବା ବେଳେ ୧୪୬ ଜଣ ଛାତ୍ରୀ ଏଥିରେ ଭାଗନେଇ ପ୍ରଶିକ୍ଷଣ ନେଉଛନ୍ତି। ତାଲିମ ଶିବିର କୁ ମାଷ୍ଟର ପ୍ରୀତି ଭେଂଗ୍ରା ଓ ଉପଶୀ ନାଏକ ପ୍ରଶିକ୍ଷଣ ତାଲିମ ପ୍ରଦାନ କରୁଛନ୍ତି।
Nalco
Leave A Reply