Odisha news

ଜମନକିରା ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ଉଦଘାଟିତ

0
ଜମନକିରା,୧୨/୧: ଜମନକିରା ମହାବିଦ୍ୟାଳୟରେ ଆଜି ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି। ଯୁକ୍ତ ୨ ଅଧକ୍ଷ ରମେଶ ଚନ୍ଦ୍ର ରାଉତ ଏବଂ ଯୁକ୍ତ ୩ ଅଧକ୍ଷ ଅରୁଣ କୁମାର ପଟେଲ ମଶାଲ ଜାଳି କ୍ରୀଡାକୁ ଉଦଘାଟନ କରିଥିଲେ। ଏଥିରେ ୧୦୦ ମିଟର ୨୦୦ମିଟର ଦୌଡ ପ୍ରତିଯୋଗୀତା ହୋଇଥିଲା। ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ସୁଷମା ପଟ୍ଟନାୟକ, ବରିଷ୍ଠ ଅଧ୍ୟାପିକା ଅରୁଣା ମିଶ୍ର, ତୃପ୍ତି ମିଶ୍ର, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ତୃପ୍ତି ମଲ୍ଲିକ, ଶିବାନୀ ବେହେରା, ଦୀପ୍ତି ବିଶ୍ଵାଳ, ଚନ୍ଦ୍ରିକା ସାହୁ, ମଧୁସ୍ମିତା ପଟେଲ, ସତ୍ୟ ପଟ୍ଟନାୟକ, ଶୋଭନ ପତି, ସୁବୋଧ ସାହୁ, ତପନ ଦୋରା, ସୌମେନ୍ଦ୍ର ବିଶ୍ଵାଳ, ଯୋଗେଶ୍ୱର ପୋଢ଼, ମନମୋହନ ବାଗ, ନିରଞ୍ଜନ ମହାକୁଲ, ସିଦ୍ଧାନ୍ତ ସାହୁ, ସୁରଥ ସାହୁ, ସୈର ଭୋଇ, କୁଣ୍ଡଳୀ ମହାନନ୍ଦ, ସୂପର୍ଣା ପଟ୍ଟନାୟକ, ଚେତନା ଗଡତିଆ,ସୁଲକ୍ଷଣା ପଟେଲ, ଜୟମନ୍ତ ପଟେଲ ପ୍ରମୁଖ ପରିଚାଳନା କରିଥିବା ବେଳେ ଖେଳକୁ ଖେଳ ଶିକ୍ଷକ ଜମନକିରା ମହାବିଦ୍ୟାଳୟର ରଞ୍ଜନ ମହାକୁଡ, ଖେଳ ଶିକ୍ଷକ ଟିକିଲିପଡ଼ା ହାଇସ୍କୁଲ ପ୍ରଦୀପ ପଟେଲ, ଶିବ ସାହୁ , ଖେଳ ଶିକ୍ଷକ ଜମନକିରା ହାଇସ୍କୁଲ ଦୀପକ କିସାନ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ।
Nalco
Leave A Reply