Odisha news

ଜୀବନ ଜୀବିକା ପାଇଁ ସମସ୍ତେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରନ୍ତୁ : ଜିଲ୍ଲାପାଳ

0

ଯାଜପୁର :   କରୋନା ସମଗ୍ର ବିଶ୍ୱରେ ବ୍ୟାପକ କ୍ଷତି କଲାଣି   ଅର୍ଥନୀତିକୁ  ମଧ୍ୟ ଧ୍ୱଂସ କରିସାରିଲାଣି ବର୍ତ୍ତମାନ ସମୟ ଆସିଚ୍ଥି ଜୀବନ ରକ୍ଷା ସହ ଜୀବିକାର ପୁନରୁଦ୍ଧାର ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି   ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳ୍ାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଗ୍ରଣୀ ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା   ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ମାସ ତଳର ବିଶ୍ୱ ଆଜିର ବିଶ୍ୱକୁ ଅନୁଧ୍ୟାନ କଲେ କରୋନା କି ପ୍ରକାର କ୍ଷତି କରିଚ୍ଥି ତାହା ସହଜରେ ଅନୁମେୟ ବୋଲି କହିଥିଲେ  

ଆମ ନିଜ ରାଜ୍ୟରେ ଲକ୍ଷ ଲକ୍ଷ ବ୍ୟକ୍ତି କର୍ମ ସଂସ୍ଥାନରୁ ବଞ୍ଚିତ ହୋଇଥିବା ବେଳେ ବାହାର ରାଜ୍ୟରେ ଥିବା ପ୍ରବାସୀମାନେ ମଧ୍ୟ ଜିଲ୍ଳ୍ାକୁ ପେଂରିଚ୍ଥନ୍ତି   ତେଣୁ ସମସ୍ତଙ୍କୁ କାମ ଯୋଗାଇବାର ଆବଶ୍ୟକତା ରହିଚ୍ଥି   ସରକାରୀ ନିୟମ ଅନୁସାରେ ଜଣେ ବ୍ୟକ୍ତି ଗ୍ରାମାଞ୍ଚଳରେ ଦିନ ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ସଙ୍ଗ ରୋଧରେ ରହିପାରିବେ   ଯଦି ନିଜ ଘରେ ଆଦୈା ସୁବିଧା ନାହିଁ ତେବେ ସେହି ଟି.ଏମ୍.ସି. ରେ ମଧ୍ୟ ୧୪ ଦିନ ରହିପାରିବେ   ତେବେ ସହରାଞ୍ଚଳରେ ସୁବିଧା ଥିଲେ ବ୍ୟକ୍ତିଟି ସଂପୂର୍ଣ୍ଣ ସଙ୍ଗ ରୋଧ ନିଜ ଗୃହରେ କରିପାରିବେ  

ଏଥିପାଇଁ ସଂପୃକ୍ତ ବ୍ୟକ୍ତିମାନେ ସ୍ୱୀକାର ପତ୍ର ମଧ ଦେବାକୁ ପଡିବ   ତେବେ ସଂପୃକ୍ତ ବ୍ୟକ୍ତି  ରହୁଥିବା ସ୍ଥାନ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ସରପଞ୍ଚ ତାହାର ବାସ୍ତବତା ଅନୁଧ୍ୟାନ ପରେ ତାଙ୍କୁ ଗୃହ ସଙ୍ଗ ରୋଧ ପାଇଁ ଚ୍ଥଡାଯିବ   ଅନେକ କ୍ଷେତ୍ରରେ ବ୍ୟକ୍ତି ବିଶେଷ ମାନଙ୍କର ଗୃହ ଥିଲେ ମଧ୍ୟ ଗୋଟିଏ ପାଇଖାନା ବା ଶୈାଚାଳୟ ବ୍ୟବହାର କରିଥାନ୍ତି   କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ପରିବାର ଏକ ଅସ୍ଥାୟୀ ଏପରି କି, ପୂର୍ବଭଳି ବରପାଲି ଶୈାଚାଳୟର ବ୍ୟବସ୍ଥା କରିପାରିଲେ ସେମାନଙ୍କୁ ଗୃହ ସଙ୍ଗ ରୋଧର ଅନୁମତି ପାଇଁ ଏନ୍.ଜି.. ମାନେ ପ୍ରସ୍ତାବ ଦେଇଥିଲେ   ଯାହା ଏକ ସ୍ୱାଗତଯୋଗ୍ୟ ପ୍ରସ୍ତାବ ଏହାକୁ ଲୋକ ମାନଙ୍କୁ ବୁଝାଇବା, ସଠିକ ସଙ୍ଗରୋଧ ନିୟମକୁ ପାଳନ କରିବାକୁ ଜିଲ୍ଳ୍ାପାଳ ପରାମର୍ଶ ଦେଇଥିଲେ   ତେବେ ପ୍ରତ୍ୟେକ ବ୍ୟକ୍ତି ମାନଙ୍କୁ ବିବିଧ ରୋଜଗାରକ୍ଷମ କାର୍ଯ୍ୟରେ ନିୟୋଜନ, ବ୍ୟାପକ ବୃକ୍ଷ ରୋପଣ, ଏପରି କି, ନିଜ ବାଡି ବଗିଚାରେ ମଧ୍ୟ ବୃକ୍ଷ ରୋପଣ ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା   ପ୍ରବାସୀ ମାନଙ୍କ ମଧ୍ୟରେ ଅନେକ ଦକ୍ଷତା ସଂପନ୍ନ ବ୍ୟକ୍ତି ରହିଚ୍ଥନ୍ତି  

ସେମାନଙ୍କର ଦକ୍ଷତା ଅନୁସାରେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କଲେ ସେମାନଙ୍କର କାର୍ଯ୍ୟ ପ୍ରତି ନିଷ୍ଠା ଆଗ୍ରହ ବଢିବା ସହ ଆର୍ଥିକ ସ୍ଥିତି ମଧ୍ୟ ସମୃଦ୍ଧ ହେବ ବୋଲି ଜିଲ୍ଳ୍ାପାଳ କହିବା ସହ ସେହିପରି ପ୍ରକଳ୍ପ ମାନ ବିଭିନ୍ନ ବିଭାଗ ଚୟନ କରିବାକୁ ପରାମର୍ଶ ଦେଇଥିଲେ   ମନରେଗା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ଶ୍ରୀ ଦାସ ସମସ୍ତ ବି.ଡି.. ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ   ପୂର୍ବ ଅଭିଜ୍ଞତାରୁ ସ୍ୱେଚ୍ଚ୍ଥସେବୀ ସଂଗଠନ ମାନେ ସେମାନଙ୍କର ଚଳିତ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ଚଳିତ ବର୍ଷକୁ  ଏକ ଆହ୍ୱାନ ଭାବେ ଗ୍ରହଣ କରି କାର୍ଯ୍ୟ କରିବେ ଏବଂ ଲୋକ ମାନଙ୍କୁ ସଚେତନ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ   ଏହି ବୈଠକରେ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ସମସ୍ତ ବ୍ଳ୍କର ବି.ଡି.., ଅଗ୍ରଣୀ ସ୍ୱେଚ୍ଚ୍ଥାସେବୀ ସଂଗଠନର କର୍ମକର୍ତ୍ତା, ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ  

 

Leave A Reply