Odisha news

କରୋନାରୁ ସୁସ୍ଥ ବ୍ୟକ୍ତିମାନେ ପ୍ଲାଜ୍ମା ଦାନ କରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ ।

0

ଯାଜପୁର : ଯାଜପୁର ଜିଲ୍ଳ୍ାରେ କରୋନା ପଜିଟିଭ ସଂଖ୍ୟା ହଜାରେ ଟପିଥିବା ବେଳେ ୯୦୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ପେଂରିଚ୍ଥନ୍ତି ।  ସୁସ୍ଥ ହୋଇ ପେଂରିଥିବା ଏହି ବ୍ୟକ୍ତି ମାନଙ୍କୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ପ୍ଳ୍ାଜମା ଦାନ ପାଇଁ ଅନୁରୋଧ କରିଚ୍ଥନ୍ତି ।  ରାଜ୍ୟରେ ପ୍ଳାଜମା ଥେରାପି ସପଂଳ ହୋଇଥିବାରୁ ଏହା ଏକ ଉସôାହପ୍ରଦ କଥା ।  ଆକ୍ରାନ୍ତଙ୍କ ସୁସ୍ଥତା ପାଇଁ ଜିଲ୍ଳ୍ାବାସୀ ପ୍ରାର୍ଥନା କରିଥିଲେ ।  ସେମାନେ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦରୁ ସୁସ୍ଥ ହୋଇ ଘରକୁ ପେଂରିଚ୍ଥନ୍ତି ।

ତେଣୁ କରୋନା ଆକ୍ରାନ୍ତ ବ୍ୟକ୍ତି ଯେଊଁମାନେ କି, ଅତିରିକ୍ତ ଅସୁସ୍ଥ ରହୁଚ୍ଥନ୍ତି ସେମାନଙ୍କ ସୁସ୍ଥତା ପାଇଁ ସୁସ୍ଥ ବ୍ୟକ୍ତି ମାନଙ୍କର ପ୍ଳ୍ାଜମା ବରଦାନ ହୋଇପାରୁଚ୍ଥି ।  ଯାହା ଅତିରିକ୍ତ ଆକ୍ରାନ୍ତଙ୍କ ଜୀବନ ରକ୍ଷାରେ ସହାୟକ ହେବ ବୋଲି ଜିଲ୍ଳ୍ାପାଳ କହିବା ସହ ସ୍ୱେଚ୍ଚ୍ଥାକୃତ ଭାବେ ପ୍ଳ୍ାଜମା ଦାନ ପାଇଁ ଅନୁରୋଧ କରିଚ୍ଥନ୍ତି ।  ଏଥିପାଇଁ ଆଗ୍ରହୀ ବ୍ୟକ୍ତିମାନେ ହବହକ୍ଟ୍ରଙ୍କକ୍ସମୟଜ୍ଞକ୍ଟଅଶଜ୍ଞବସକ୍ଷ.ମକ୍ଟଜ୍ଞ, ୟଗ୍ଦଙ୍କହବହକ୍ଟ୍ରଙ୍କକ୍ସଅଶଜ୍ଞବସକ୍ଷ.ମକ୍ଟଜ୍ଞ ରେ ଅବଗତ କରାଇପାରିବେ ।  ମୁଖ୍ୟ ଚିକିସôାଳୟର ବ୍ଳ୍ଡ ବ୍ୟାଙ୍କ ଅଧିକାରୀଙ୍କୁ ୯୯୩୮୧୪୪୭୦୯ କିମ୍ୱା ୭୯୭୮୫୨୯୬୮୨ ରେ ମଧ୍ୟ ଠିକଣା ସହ ଯୋଗାଯୋଗ କରିପାରିବେ ବୋଲି ଅନୁରୋଧ କରାଯାଇଚ୍ଥି ।

Nalco
Leave A Reply