Odisha news

ଯାଜପୁର : ସର୍ଭିସ୍ ପ୍ରୋଭାଇଡ଼ରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଚାକିରୀଆଙ୍କୁ ସରକାରଙ୍କ ଛଟେଇ

0

ଯାଜପୁର:  ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ିଲେ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ସରକାରୀ ନିଯୁକ୍ତି ଦିଆଯିବ ନାହିଁ ବୋଲି ଗତ କାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ଯେଉଁ ଯୁବକ ଯୁବତୀମାନଙ୍କ ବୟସ ସୀମା ଗଡ଼ି ଯାଉଛି ସେମାନେ ଏଥିରୁ ବଞ୍ଚିତ  ରହିବେ, ଏତତ୍ ବ୍ୟତିତ ଯେଉଁମାନେ ଆର୍.ଡ଼ବ୍ଲୁ.ଏସ୍.ଏସ୍. ଭଳି ବହୁ ବିଭାଗରେ ସର୍ଭିସ୍ ପ୍ରୋଭାଇଡ଼ର ଙ୍କ ମାଧ୍ୟମରେ ଚୁକ୍ତିଭିତିକ ଚାକିରୀ କରୁଥିଲେ ତାଙ୍କୁ ବାହାର କରିବା ପାଇଁ ବିଭାଗ ପକ୍ଷରୁ ଚିଠି କରାଯାଇଥିବାରୁ କରୋନା ମହାମାରୀ ସମୟରେ ଖାଇବେ କ’ଣ ପରିବାର ପ୍ରତିପୋଷଣ କରିବେ କେମିତି ସେମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁନର୍ବି·ର କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଡ଼ାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଦ୍ୱାରା ନିବେଦନ କରିଛନ୍ତି ।

Nalco

Leave A Reply