Odisha news

୫ ଲକ୍ଷ ଟପିଲା ମନରେଗା ରେ କର୍ମ ଦିବସ

0

ଯାଜପୁର : ମନରେଗା ଯୋଜନାରେ ଯାଜପୁର ଜିଲ୍ଲାରେ ୫ ଲକ୍ଷ ଟପିଚ୍ଥି କର୍ମ ଦିବସ ।  ଚଳିତ ମାସ ୧୨ ତାରିଖ ସୁଦ୍ଧା ଜିଲ୍ଲାର ୧୦ଟି ଯାକ ବ୍ଲକ ରେ ମୋଟ ୫୦୧୯୫୪ ଟି କର୍ମ ଦିବସ ହୋଇପାରିଚ୍ଥି ।  ଏହି କର୍ମ ଦିବସ ପାଇଁ ବିନିଯୋଗ ହୋଇଚ୍ଥି ୧୩୬୪.୮୯ ଲକ୍ଷ ଟଙ୍କା ।  ବଡଚଣା ବ୍ଲକ ରେ ୩୪୧୭୭ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୦.୬୩ ଲକ୍ଷ ଟଙ୍କା ।  ସେହିପରି ବରୀ ବ୍ଳ୍କରେ ୫୭୨୨୪ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୩୬.୦୪ ଲକ୍ଷ ଟଙ୍କା । ବିଂଝାରପୁର ବ୍ଳ୍କରେ ୮୨୬୬୨ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୮୯.୮୧ ଲକ୍ଷ   ଟଙ୍କା ।

ଦାନଗଦୀ ବ୍ଳକରେ ୨୦୯୬୯ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୭୧.୫୧ ଲକ୍ଷ ଟଙ୍କା ।  ଦଶରଥପୁର ବ୍ଳକରେ ୧୧୬୩୭୯ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୨୯୭.୮୪ ଲକ୍ଷ ଟଙ୍କା ।  ଧର୍ମଶାଳା ବ୍ଲକ ୩୮୫୧୪ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୧.୦୮ ଲକ୍ଷ   ଟଙ୍କା ।  ଯାଜପୁର ବ୍ଳ୍କରେ ୪୭୫୯୬ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୨୦.୮୮ ଲକ୍ଷ ଟଙ୍କା ।  କୋରେଇ ବ୍ଳ୍କରେ ୫୧୭୯୫ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୪୭.୮୪ ଲକ୍ଷ ଟଙ୍କା ।

ରସୁଲପୁର ବ୍ଲକ ରେ ୧୪୪୪୨ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୬୪.୩୩ ଲକ୍ଷ ଟଙ୍କା ।  ସୁକିନ୍ଦା ବ୍ଳ୍କରେ ୩୮୧୯୬ କର୍ମ  ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୩.୮୫ ଲକ୍ଷ ଟଙ୍କା ।  ଏହି ସପଂଳତା ସହ ଜିଲ୍ଳ୍ା ୫  ନମ୍ୱର ସ୍ଥାନରେ ରହିଚ୍ଥି ।  ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ।  ଏଥିରେ ଜଡିତ   ସମସ୍ତ କର୍ମଚାରୀ ଯେଊଁମାନେ ସେମାନଙ୍କ ଶ୍ରମକୁ ଏଥିରେ ବ୍ୟୟ କରିଚ୍ଥନ୍ତି ଓ ଅଧିକାରୀ, କର୍ମଚାରୀ ଯେଉଁମାନେ ଏହାକୁ ସପଂଳ କରାଇଚ୍ଥନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଚ୍ଥନ୍ତି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ।  ସେହିପରି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି ।

Leave A Reply