Odisha news

ବେରୁଦା ଗ୍ରାମପଞ୍ଚାୟତରେ ବନ୍ୟା କ୍ଷୟକ୍ଷତି ଆକଳନ କଲେ ପ୍ରଶାସନ

0

ଯାଜପୁର :  ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଧିନ ତା ୨୭.୦୮.୨୦୨୦ ରିଖ ରେ ବେରୁଦା ଗ୍ରା:ପ:ର ସମସ୍ତ ଗ୍ରାମରେ ଯୋଗାଯୋଗ ବିଛିନ୍ନ ସହିତ, ·ଷ ଜମିରେ ପାଣିମାଡ଼ି ଯାଇଥିବାରୁ ଧାନ ·ଷ ଏବଂ ପନିପରିବା ଚାଷ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଇଛି ।

ଏହା ସହିତ ଆଜି ପ୍ରଶାସନ ତରଫରୁ କୃଷି, ବିଭାଗର ମାନସ ରଞ୍ଜନ ମଲ୍ଲିକ (ଭି.ଏ.ଡ଼ବ୍ଲୁ) ଓ ଉଦ୍ୟାନ ବିଭାଗ ତରଫରୁ ବିରଞ୍ଚô ନାରାୟଣ ମହାନ୍ତି କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଏଣୁ ଉକ୍ତ ଗ୍ରା.ପକୁ ପ୍ରଶାସନ ତରଫରୁ ବୀମା ଟଙ୍କା ପ୍ରଦାନ କରାଗଲେ ·ଷୀମାନେ ଉପକୃତ ହେବେ

Leave A Reply