Odisha news

ସାନିଟାଇଜ୍ ହେଲା ଶ୍ରୀମନ୍ଦିରର ୪ ଦ୍ୱାର ଓ ଚତୁଃପାଶ୍ୱର୍ ରାସ୍ତା

0

ପୁରୀ,୧୧ା୪(ସବୁ୍ୟ): ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱାରୋପ ଦିଆଯାଉଛି । ଅଗ୍ନିଶମ ସେବା ସଂସ୍ଥାର ଟେକ୍ନିକାଲ ଟିମ୍ ବିଶୋଧକ ମିଶ୍ରିତ ଜଳ ସିଞ୍ଚନ କରି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅଞ୍ଚଳକୁ ସାନିଟାଇଜ୍ କରିଛନ୍ତି । ଶ୍ରୀମନ୍ଦିରର ୪ ଦ୍ୱାର ଓ ଚତୁଃପାଶ୍ୱର୍ ରାସ୍ତାକୁ ମଧ୍ୟ ବିଶୋଧିତ କରାଯାଇଛି । ଏଥିସହିତ ବିଭିନ୍ନ ଅଞ୍ଚଳକୁ ବିଶୋଧିତ କରାଯାଉଛି ।

Leave A Reply