Odisha news

ଭାରତ ବିରୁଦ୍ଧରେ ସଂଘର୍ଷ ଆରମ୍ଭ କରି ନିଜ ଜାଲରେ ଫସିଲା ଚୀନ୍

0

ନୂଆଦିଲ୍ଲୀ : ଚୀନର ସାମ୍ୟବାଦୀ ସରକାର ନିଜର ଆକ୍ରମଣତ୍ମକ ନୀତିକୁ ନେଇ ବିସ୍ତାର ବାଦକୁ ବଢାଇ ଚାଲିଛି ,ସେ ଅସାରଖିଛି ଯେ ସମସ୍ତେ ତାକୁ ଶାନ୍ତିପ୍ରିୟ ଦେଶ ଭାବରେ ଗ୍ରାହାନ କରନ୍ତୁ l ଚୀନର ବିଦେଶ ମନ୍ତ୍ରୀ ନିକଟରେ ଦାବି କରିଥିଲେ ଯେ ନିଜର ୫୦୦୦ ବର୍ଷର ଇତିହାସରେ କେବେବି ଚୀନ ଆକ୍ରମଣାତ୍ମକ ଓ ବିସ୍ତାର ବାଦକୁ କେବେ ବିଶ୍ୱ ଆଗରେ ଦେଖାଇନାହିଁ l ଚୀନର ରାଷ୍ଟ୍ରପତି ଜିଙ୍ଗପିଙ୍ଗ ବହୁତ କଠୋରତା ସହିତ ଚୀନକୁ ବିଶ୍ୱ ଆଗରେ ଗୋଟିଏ ଶାନ୍ତି ପ୍ରିୟ ଦେଶ ଭାବରେ ଦେଖାଇବାକୁ ଚାହିଁଛନ୍ତି l ଚୀନ ଚେଷ୍ଟା କରିଥିଲା ଯେ ବିଶ୍ୱର ସମସ୍ତ ଦେଶ ତାକୁ ଗୋଟିଏ ଶାନ୍ତିପ୍ରିୟ ଦେଶ ଭାବରେ ଗ୍ରହଣ କରନ୍ତୁ l ଆମେରିକା ସହିତ ମଧ୍ୟ ଚୀନର ସାମ୍ପର୍କ ଏହା ମଧ୍ୟରେ ଖରାପ ହୋଇଛି ଓ ବିଶ୍ୱର ଅନେକ ଦେଶ ଚୀନକୁ ବିରୋଧ କରିଛନ୍ତି l ଏହା ଦ୍ୱାରା ଚୀନର ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ଘରିକିଆ ହେବାର ଆଶଙ୍କା ବଢି ଯାଇଛି l

ଅପ୍ରେଲ ଓ ମଇ ମାସରେ ଭାରତ ସହିତ ଚୀନର ସାମ୍ପର୍କ ଖରାପ ହୋଇଛି l ଚୀନ ତାର ସୈନ୍ୟ ମାନଙ୍କୁ ଅବୈଧ ପ୍ରବେଶ କରାଇବାର ନିର୍ଦେଶ ଦେଇଥିଲା l ଏହା ପଛର କାରଣ ହେଲା ଏସିଆ ମହାଦେଶରେ ଚୀନ ନିଜର ପ୍ରଭୁତ୍ୱ ଦେଖାଉଥିଲା l କିନ୍ତୁ ତାର ଏହି ଚାଲ ଓଲଟା ପଡିଗଲା l ସେ ଭାବିଥିଲା ଲଦାଖରେ ଥିବା ନିର୍ଜନ ଭୂମି ଗୁଡିକୁ ସେ ନିଜ ଅକ୍ତିଆର କରିନେବା କିନ୍ତୁ ଭାରତ ପାଖରୁ ଠିକ ସମୟରେ ତାକୁ ଉଚିତ ଜବାବ ମିଳିଥିଲା l

ଦୁନିଆର ଏକ ତୃତୀୟଂଶରୁ ଅଧିକ ଜନସଂଖ୍ୟା ରହିଥିବା ଓ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ପାଖାପାଖି ୨୦ ପ୍ରତିଶତ ଭାଗ ରଖିଥିବା ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖୁବ ମହତ୍ୱପୂର୍ଣ୍ଣ ଅଟେ ,କିନ୍ତୁ ଦୁଇଜଣଙ୍କ ମଧ୍ୟରେ ବର୍ତ୍ତମାନର ସମ୍ପର୍କ ଖୁବ ଭୟଙ୍କର ଅଟେ l ଯେତେବେଳେ ହିମାଳୟ କ୍ଷେତ୍ରରେ ଯୁଦ୍ଧର ସଙ୍କଟ ଦେଖାଯାଉଥିଲା ସେତେବେଳେ ଜିଙ୍ଗପିଙ୍ଗ କମ୍ୟୁନିଷ୍ଟ ପାର୍ଟି ସରକାର ଓ ସୈନ୍ୟ ନେତୃତ୍ୱକୁ ନେଇ ଭାରତ ସହିତ ସ୍ଥିତି ମଝବୁତ କରିବାକୁ ଓ ସୀମା ସୁରକ୍ଷା ସୁନିଶ୍ଚିନ୍ତ କରିବାକୁ ନିର୍ଦେଶ ଦେଇଥିଲେ l ଲଦାଖରେ ସୀମାରେଖା ନିକଟରେ ବାରମ୍ବାର ଚୀନ ସୈନ୍ୟ ଭାରତର ସୈନ୍ୟଙ୍କୁ ଧୋକା ଦେଇଥିଲେ l ଆରମ୍ଭରେ ଚୀନ ସୈନ୍ୟଙ୍କ ଧୋକାର ଉଚିତ ଜବାବ ଭାରତୀୟ ସୈନ୍ୟ ଦେଇଥିଲା l ଆଜି ପର୍ଯ୍ୟନ୍ତ ଯେତୋଟି ଅଭାବନୀୟ ଘଟଣା ଚୀନ ସୃଷ୍ଟି କରିଛି ସେତେଥର ଭାରତଠାରୁ ପାଲଟା ଜବାବ ପାଇଛି l

ଜିଙ୍ଗପିଙ୍ଗ ଜାଣି ଗଲେଣି ଯେ ଭାରତ ବିରୁଦ୍ଧରେ ସଂଘର୍ଷ ଆରମ୍ଭ କରିବା ସହଜ ହୋଇଥାଇ ପରେ କିନ୍ତୁ ଏହାର ପରିଣାମ ବହୁତ ଭୟଙ୍କର ହେବ l ସଂଯୁକ୍ତ ରାଷ୍ଟ୍ର ସଭାରେ ସମସ୍ତଙ୍କ ନିକଟରେ ଲଜ୍ଜିତ ହେବ ପରେ ଚୀନ ଜାଣି ସାରିଲାଣି ଯେ ଭାରତ ସହିତ ଯେକୌଣସି ପରିସ୍ଥିତିରେ ଯୁଦ୍ଧ କରିବା ସହଜ ନୁହେଁ l ଦକ୍ଷିଣ ଚୀନ ସାଗରରେ ଚୀନ ନିଜର ନକ୍ସା ବଦଳାଇ ସଫଳତା ପାଇ ଗଲା ,କିନ୍ତୁ ଏହି ରଣନୀତି ହିମାଳୟ କ୍ଷେତ୍ରରେ ଆପଣାଇବାରୁ ଭାରତ କଡା ବିରୋଧ କରିଥିଲା l ଚୀନ ଭଲରେ ଅନୁଭବ କରି ସାରିଲାଣି ଯଦି ଭାରତ ସହିତ ଯୁଦ୍ଧ କରିବାକୁ ଚେଷ୍ଟା କରିବା ତେବେ ପ୍ରଭାବ ସାଳି ଦେଶ ମାନେ ଭାରତ ସପକ୍ଷରେ ଯିବେ l

Nalco
Leave A Reply