Odisha news

ରଥ ଯାତ୍ରା ରେ ଇଫକୋ ପକ୍ଷ୍ୟରୁ ମାଗଣା ପ୍ରସାଦ ଓ ୱିଲ ଚେୟାର ବଣ୍ଟନ

0
ପାରାଦୀପ : ପୁରୀ ର ପ୍ରସିଦ୍ଧ ରଥ ଯାତ୍ରା ରେ ପାରାଦୀପ ଇଫକୋ ଫର୍ଟିଲାଇଜର ପକ୍ଷ୍ୟରୁ ଏକ ସ୍ଵତନ୍ତ୍ର ଷ୍ଟଲ ଖୋଲାଯାଇ ଭକ୍ତ ମାନଙ୍କୁ ମାଗଣା ପ୍ରସାଦ ବଣ୍ଟା ଯିବା ସହ ୱିଲ ଚେୟାର୍ ମଧ୍ଯ ବଣ୍ଟା ଯାଉଥିବା ଜଣାପଡ଼ଛି  | ଏହା ଶ୍ରୀଗୁଣ୍ଡିଚା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି  | କମ୍ପାନୀ ର ନିର୍ଦ୍ଦେଶକ କେ ଜି ପଟେଲ, ଶ୍ରୀମତୀ ମମତା ପଟେଲ ଜୋତି ମହିଳା କ୍ଲବ ର ସଭାନେତ୍ରୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିବା ବେଳେ ବିଶ୍ଵାବସୁ ଦଇତାପତି ବିନାୟକ ମହାପାତ୍ର ଦାସ ମହାପାତ୍ର ଓ ଅନାଦି ଦାସ ମହାପାତ୍ର ଏହି ଉଦଘାଟନୀ ଅବସର ରେ ଉପସ୍ଥିତ ଥିଲେ  | କମ୍ପାନୀ ର ଜନ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ ବେଉରା ଏହି କାର୍ଯ୍ୟକ୍ରମ କୁ ଦାୟିତ୍ଵ ର ସହ ନିର୍ବାହ କରୁଥିବା ବେଳେ କେତେକ ଭକ୍ତ ମାନଙ୍କୁ ଇ – ରିକ୍ସା ରେ ମଧ୍ଯ ମାଗଣା ସେବା ପ୍ରଦାନ କରାଯାଉଛି |
Leave A Reply