ମଧୁମେହ ରୋଗୀଙ୍କୁ ନିଜ ଖାଇବା ପିଇବାକୁ ନେଇ ଅନେକ ସତର୍କ ହେବାକୁ ପଡ଼ିଥାଏ ।ଯଦି ଖାଇବାରେ ସାମାନ୍ୟ ଅବହେଳା ହୋଇଥାଏ ତେବେ ସେମାନଙ୍କର ଶର୍କରା ସ୍ତର ବଢ଼ି ଯାଇଥାଏ । ସେଥିପାଇଁ ମଧୁମେହ ରୋଗୀ ମାନଙ୍କୁ ନିଜ ଖାଦ୍ୟରେ ଏଭଳି ଜିନିଷ ଖାଇବା ଆବଶ୍ୟକ ଯାହା ଦ୍ବାରା ସେମାନଙ୍କର ଶର୍କରା ସ୍ତର ନିୟନ୍ତ୍ରିତ ରହିବ ।ଏହି ଉପୟକୁ ଆପଣାଇବା ଦ୍ବାରା ଶର୍କରା ସ୍ତର କମିବା ସହିତ ଶରୀରକୁ ମଧ୍ୟ ଅନେକ ପୋଷାକ ତତ୍ତ୍ଵ ମିଳିବ । ଏହି ଖାଦ୍ୟକୁ ବିଶେଷ ଭାବରେ ନିଜର ମଧ୍ୟାହ୍ନ ଭୋଜନରେ ଖାଇବା ଉଚିତ୍ ।ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କର ମଧ୍ୟାହ୍ନ ଭୋଜନ କିଭଳି ହେବା ଆବଶ୍ୟକ ।

Comments are closed.