ଶତାବରୀ ଗୋଟିଏ ଚମତ୍କାର ଜଡ଼ିବୁଟି ଅଟେ , ଯାହାକି ଅନେକ ବର୍ଷରୁ ବିଭିନ୍ନ ରୋଗ ପାଇଁ ଚିକିତ୍ସା ରେ ପ୍ରୟୋଗ କରାଯାଇ ଥାଏ । ଶତାବରୀ ରେ ପ୍ରୋଟିନ, ଶୁଗାର , ମଗ୍ନେଶୀୟମ୍ , ଆଇରନ୍ ମିଳିଥାଏ । ଏହା ଛଡା ଏଥିରେ ଭିଟାମିନ ର ଗୋଟିଏ ଭଲ ସ୍ରୋତ ଅଟେ ଯାହାକି ପୁରୁଷ ମାନଙ୍କ ପାଇଁ ଅନେକ ମାତ୍ରାରେ ଲାଭ ଦାୟକ ଅଟେ ।
* ଶାରିରୀକ କ୍ଷମତା ବଢ଼ାଇ ଥାଏ :-
ଶତାବରୀ ଖାଇବା ଦ୍ବାରା ଶାରିରୀକ କ୍ଷମତା ବୃଦ୍ଧି ହୋଇଥାଏ । ଏହା ପୁରୁଷ ମାନଙ୍କ ର ଯୌନ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ । NCBI ର ତଥ୍ୟ ଅନୁସାରେ ଶତାବରୀ ସେବନ ପୁରୁଷ ମାନଙ୍କ ମଧ୍ୟରେ କାମ ଇଚ୍ଛା କୁ ବୃଦ୍ଧି କରିଥାଏ ।
* ଶତାବରୀ ସେବନ ପ୍ରଜନନ କ୍ଷମତା କୁ ଉନ୍ନତ କରିଥାଏ । ଏହା ପୁରୁଷ ମାନଙ୍କ ମଧ୍ୟରେ ଶୁକ୍ରାଣୁ କୁ ଉନ୍ନତ ମାନର କରି ପ୍ରଜନନ କ୍ଷମତା କୁ ବୃଦ୍ଧି କରିଥାଏ । ଶତାବରୀ ର ଅର୍କ ଯୌନ ଆକ୍ତିଭିଟି ଓ ସ୍ପର୍ମ୍ କାଉଣ୍ଟ କୁ ବୃଦ୍ଧି କରିଥାଏ । ଯେଉଁ କାରଣରୁ ପୁରୁଷ ମାନଙ୍କ ର ପ୍ରଜନନ କ୍ଷମତା ବୃଦ୍ଧି ହୋଇଥାଏ । ଯେଉଁ ପୁରୁଷ ମାନଙ୍କ ନିକଟରେ ଇନ୍ଫର୍ଟିଲିଟି ସମସ୍ୟା ଦେଖା ଯାଇଥାଏ ସେମାନେ ନିୟମିତ ରାତିରେ ଶୋଇବା ପୁର୍ବରୁ ଶତାବରୀ ସେବନ କରନ୍ତୁ ।
* ଯଦି କୌଣସି ପୁରୁଷ ସ୍ବପ୍ନ ଦୋଷ ପୀଡ଼ିତ ରହୁଛନ୍ତି ସେମାନେ ଶତାବରୀ ସେବନ କରନ୍ତୁ । ଏହାଦ୍ବାରା ସ୍ବପ୍ନ ଦୋଷ ସମସ୍ୟା ଦୂର ହୋଇଥାଏ । ତେଣୁ ଶତାବରୀ କୁ ଚୂର୍ଣ୍ଣ କରି ମିଶ୍ରି ସହିତ ସେବନ କରନ୍ତୁ ।
* ଶତାବରୀ ରେ ଆଣ୍ଟି ଅକ୍ସୀଡ଼ାଣ୍ଟ ଓ ଗ୍ଲୁଟୋଥିଓନା ନାମକ ତତ୍ତ୍ଵ ରହିଥାଏ । ଯାହା ବର୍ଦ୍ଧିତ ବୟସ ର ପ୍ରକ୍ରିୟା କୁ ବୃଦ୍ଧି କରିଥାଏ । ଏହା ପୁରୁଷ ମାନଙ୍କ ମଧ୍ୟରେ ଶାରିରୀକ ଦୁର୍ବଳତା ଦୂର କରିଥାଏ ।
* ଏହାଛଡା ଶତାବରୀ ନିୟମିତ ସେବନ କରିବା ଦ୍ୱାରା କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗ ରୁ ମୁକ୍ତି ମିଳିଥାଏ । ଏଥିରେ ଆଣ୍ଟି କ୍ୟାନ୍ସର ଗୁଣ ରହିଥାଏ । ଯାହା କ୍ୟାନ୍ସର ବିକଶିତ କୋଶିକା କୁ ଅଟକାଇ ଥାଏ । ପାଚନ ତନ୍ତ୍ର କୁ ବୁଷ୍ଟ୍ କରିଥାଏ । ଏହାଛଡା ଗୁଡ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ । ଯାହାଦ୍ଵାରା ଭୋଜନ ସହଜ ରେ ହଜମ ହୋଇଥାଏ ।