Odisha news

ଏହିଭଳି ଖାଦ୍ୟ ଖାଇବା ଉଚିତ୍ ନୁହେଁ, ହୋଇଯିବେ କାଙ୍ଗାଳ

0
ଭୋଜନ ଆମ ଜୀବନ ପାଇଁ ଖୁବ୍ ଆବଶ୍ୟକ । ଧର୍ମ ଶାସ୍ତ୍ର ରେ ଭୋଜନ କୁ ଖୁବ୍ ମହତ୍ତ୍ଵ ଦିଆ ଯାଇଥାଏ । ତଥାପି ଲୋକମାନେ ଭୋଜନ କରିବା ସମୟରେ ଏପରି କିଛି ଭୁଲ କରି ଥାଆନ୍ତି ଯାହା ତାଙ୍କ ଜୀବନ ଉପରେ ଖୁବ୍ ପ୍ରଭାବ ପକାଇ ଥାଏ । ଏହାଦ୍ବାରା ବିପଦ, ଧନ ହାନି, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୋଜନ ର ମହତ୍ତ୍ଵ କୁ ଦେଖି କିଛିଟା ଗୁରୁତ୍ଵ ଦିଆ ଯାଇଥାଏ ।
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ କେବେବି ଥାଳି ରେ କୌଣସି ଖାଦ୍ୟ ଛାଡ଼ିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ।
* ସର୍ବଦା ସେତିକି ଭୋଜନ କରିବା ଆବଶ୍ୟକ ଯେତିକି ଆପଣ ଖାଇବେ । ଥାଳି ରେ କଦାପି ଲୁଣ ଛାଡ଼ିବା ଉଚିତ୍ ନୁହେଁ । ଏହା ଅଶୁଭ ହୋଇଥାଏ । ଯଦି ଲୁଣ ଛାଡୁଛନ୍ତି ତେବେ ସେଥିରେ ସାମାନ୍ୟ ପାଣି ପକାଇ ଦିଅନ୍ତୁ । ନଚେତ୍ ଋଣ ଭାର ବଢିଯିବ ।
* କିଛି ଲୋକଙ୍କର ଅଭ୍ୟାସ ରହିଛି ଯେ ଖାଇବା କୁ କେବେବି ଖଟ ଉପରେ ବସି ଖାଦ୍ୟ ଖାଇ ଥାଆନ୍ତି । ଏହି ଅଭ୍ୟାସ ମଣିଷକୁ ଦରିଦ୍ର କରିଥାଏ ।
* ତେଣୁ ଭୋଜନ କରିବା ସମୟରେ ତଳେ ଆସନ ପକାଇ ଖାଇବା ଉଚିତ୍, ଏପରି କଲେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ।
Leave A Reply

Your email address will not be published.