ରବି ଓ ସୋମବାର: ବହୁଦିନର ଆଶା ପୂରଣ ହେବ। ମଙ୍ଗଳ ଓ ବୁଧବାର: ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳିବ। ଗୁରୁ ଓ ଶୁକ୍ରବାର: ବେପାରୀଙ୍କ ଲାଗି ସମୟ ଉତ୍ତମ। ଶନିବାର: ଭଲ ଖବର ପାଇବେ।
ରବି ଓ ସୋମବାର: ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ଧର୍ମକାର୍ଯ୍ୟରେ ସମୟ ବିତେଇବେ। ଶନିବାର: ଚାକିରିରେ ପଦୋନ୍ନତି ମିଳିବ।
ରବି ଓ ସୋମବାର: ଚାକିରିଜୀବୀ ନିଜ କାମରେ ମନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ଖୁସି ରହିବ। ଗୁରୁ ଓ ଶୁକ୍ରବାର: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ଶନିବାର: ଚିନ୍ତାମୁକ୍ତ ରହିବେ।
ରବି ଓ ସୋମବାର: କୋର୍ଟ ମାମଲା ସମାଧାନ ହେବ। ମଙ୍ଗଳ ଓ ବୁଧବାର: ଘରକୁ ବନ୍ଧୁ ଆସିବେ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଖୁସି ରହିବେ। ଶନିବାର: ପୂର୍ବକଥାକୁ ନେଇ ଚିନ୍ତିତ ରହିବେ।
ରବି ଓ ସୋମବାର: ଭ୍ରମଣ ପାଇଁ ଯୋଜନା କରିବେ। ମଙ୍ଗଳ ଓ ବୁଧବାର: କାମ ପ୍ରତି ସଚେତନ ରହନ୍ତୁ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ବୃଦ୍ଧି ହେବ। ଶନିବାର: ପ୍ରେମ ଜୀବନ ଭଲ ରହିବ।
ରବି ଓ ସୋମବାର: କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ମଙ୍ଗଳ ଓ ବୁଧବାର: ଆମଦାନୀ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କୌଣସି ଭଲ ଖବର ପାଇବେ। ଶନିବାର: ଭ୍ରମଣ ଲାଭଦାୟକ ରହିବ।
ରବି ଓ ସୋମବାର: ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: ଅଶାନ୍ତିର ନିବାରଣ କରିନେବେ। ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ଭଲ ରହିବ। ଶନିବାର: ବେପାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ।
ରବି ଓ ସୋମବାର: ସକାରାତ୍ମକ ଭାବନା ଆସିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ମାମଲାରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରିୟଜନ ମିଳନ। ଶନିବାର: ଯାନ କିଣିବା ଲାଗି ମନ ବଳିବ।
ରବି ଓ ସୋମବାର: ବ୍ୟକ୍ତିତ୍ବର ବିକାଶ ହେବ। ମଙ୍ଗଳ ଓ ବୁଧବାର: ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଗୁରୁ ଓ ଶୁକ୍ରବାର: ସରକାରୀ କାମ ପୂରା ହେବ। ଶନିବାର: ଜୀବନସାଥୀ ଖୁସି ରହିବେ।
ରବି ଓ ସୋମବାର: ଉନ୍ନତି ପାଇଁ ରାସ୍ତା ପାଇବେ। ମଙ୍ଗଳ ଓ ବୁଧବାର: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ରୋଜଗାରର ସୁଯୋଗ ପାଇବେ।
ରବି ଓ ସୋମବାର: ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ମଙ୍ଗଳ ଓ ବୁଧବାର: ଅଧୁରା କାମ ପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ଅପବ୍ୟୟ ବଢ଼ିପାରେ। ଶନିବାର: ପାରିବାରିକ ଜୀବନ ଭଲ ରହିବ।
ରବି ଓ ସୋମବାର: ଘରେ ସୁଖସୌଭାଗ୍ୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ବାଦବିବାଦଠାରୁ ଦୂରରେ ରହନ୍ତୁ। ଗୁରୁ ଓ ଶୁକ୍ରବାର: ଆୟ ବୃଦ୍ଧି ହେବ। ଶନିବାର: ବନ୍ଧୁଙ୍କ ସହାୟତା ପାଇବେ।