Odisha news

ଭାରତର ସବୁଠୁ ବଡ଼ ଜିଲ୍ଲା, ଯାହାକି ଦେଶର ୯ଟି ରାଜ୍ୟଠାରୁ ମଧ୍ୟ ବଡ଼

0

ସବୁ ଭାରତୀୟ ନିଜ ରାଜ୍ୟରେ କେତୋଟି ଜିଲ୍ଲା ତାହା ହୁଏତ ଖୁବ ଭଲରେ ଜାଣିଥିଲେ, କିନ୍ତୁ କଣ ଆପଣ ଜାଣିଛନ୍ତି ଭାରତର ସବୁଠୁ ବଡ଼ ଜିଲ୍ଲା କେଉଁ ରାଜ୍ୟରେ ଅବସ୍ଥିତ ଏବଂ ଏହା ୯ଟି ରାଜ୍ୟ ସହିତ ସମାନ ଅଟେ ବୋଲି l ଏହି ଜିଲ୍ଲା ର ଆୟତନ ଏତେ ବଡ଼ ଯେ ଏହାଠାରୁ ଭାରତର ୯ଟି ରାଜ୍ୟ ମଧ୍ୟ ବଡ଼ ଅଟେ l

ଆପଣ ଏହା ମଧ୍ୟ ଜାଣିଥିବେ ଯେ ଭାରତରେ ୨୮ଟି ରାଜ୍ୟ ଓ ୮ ଟି କେନ୍ଦ୍ର ଶାସିତ  ଅଂଚଳ ରହିଛନ୍ତି l ଏହା ବ୍ୟତୀତ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ରେ ଅନେକ ଜିଲ୍ଲା ରହିଛନ୍ତି l ସବୁଠୁ ଅଧିକ ଜିଲ୍ଲା ଥିବା ରାଜ୍ୟ ହେଲା ଉତ୍ତରପ୍ରଦେଶ, ଯେଉଁଠି ୭୫ ଟି ଜିଲ୍ଲା ରହିଛି, ଏହିଭଳି ଭାବରେ ଗୋଆ ରେ ସବୁଠୁ କମ ଜିଲ୍ଲା ଅବସ୍ଥିତ ଅଟେ ମାତ୍ର ୨ଟି ଜିଲ୍ଲା l କିନ୍ତୁ ପ୍ରଶ୍ନ ଉଠୁଛି ଯେ ଦେଶର ସବୁଠୁ ବଡ଼ ଜିଲ୍ଲା କିଏ ? ନା ତାହା ୟୁପି ରେ ନା ତାହା ଗୋଆ ରେ l

ଭାରତର ସବୁଠୁ ବଡ଼ ଜିଲ୍ଲା ହେଉଛି କଛ , ଯାହାକି ଗୁଜୁରାଟ ରାଜ୍ୟରେ ଅବସ୍ଥିତ l ଏହା ଏତେ ବଡ଼ ଯେ ଏହା ନିକଟରେ ଭାରତର ୯ଟି ରାଜ୍ୟ ଛୋଟ ହୋଇଯିବେ l କ୍ଷେତ୍ରଫଳ ଦୃଷ୍ଟିରୁ ସବୁଠୁ ବଡ଼ ଜିଲ୍ଲା କାଛ ସମୁଦଫୟ କ୍ଷେତ୍ରଫଳ ୪୫, ୬୭୪ ବରଂ କିଲୋମିଟର ଅଟେ l ଏହି ଜିଲ୍ଲା ଏତେ ବଡ଼ ଯେ ଗୁଜୁରାଟ ର ସଂମୁଦାୟ ଭୌଗଳିକ କ୍ଷେତ୍ର ର ୨୩.୨୭ % ଅଟେ  l

ଏହି ଜିଲା ଟି କେରଳ, ହରିଆଣା, ଗୋଆ, ଶିକ୍କିମ , ନାଗାଲ୍ୟାଣ୍ଡ , ତ୍ରିପୁରା, ମିଜୋରାମ, ମଣିପୁର ଓ ମେଘାଳୟ ସାମିଲ ରହିଛି l

Leave A Reply