Odisha news

ରକ୍ଷା ବିଭାଗ ପକ୍ଷରୁ ୧୦ମ ଓ +୨ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଚାକିରୀ

0

ନୂଆଦିଲ୍ଲୀ : ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତର ସମସ୍ତ ରାଜ୍ୟର ଶିକ୍ଷିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଚାକିରୀ ଲାଭ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି l ଭାରତୀୟ ରକ୍ଷା ମନ୍ତ୍ରଣାଳୟ ୮ମ, ୧୦ମ, +୨ ପାସ ଓ ସ୍ନାତୋକ ପାସ କରିଥିବା ଛାତ୍ରଛାତ୍ରୀ ମାନେ ଡିଫେନ୍ସ ଜବ ପାଇଁ ନିମରେ ଦିଆ ଯାଇଥିବା ତାଲିକାରେ ଅବଲୋକନ କରିବେ l Ministry of Defence Recruitment 2022 ବିଷୟରେ ଜାଣିବା ପାଇଁ ଗୁଗୁଲ ସର୍ଚ୍ଚ କରୁଥିବା ଇଛୁକ ପାର୍ଥି ମାନେ Defence Job in India ରେ କ୍ଲିକ କରି ସମସ୍ତ ତଥ୍ୟ ଜାଣି ପାରିବେ l ଏଠାରେ ଆପଣ ଡିଫେନ୍ସ ବିଭାଗ ସହିତ ଯୋଡି ହୋଇଥିବା ଅଧିସୂଚନା, ଆବେଦନ ପ୍ରକ୍ରିୟା, ସିଲେକ୍ସନ ପ୍ରୋସେସ, ଅନ୍ତିମ ତିଥି ଏବଂ ଅନ୍ୟ ସମସ୍ତ ତଥ୍ୟ ପ୍ରାପ୍ତ କରି ପାରିବେ l

ଆର୍ମି ଟେକ୍ନିକାଲ ଗ୍ରାଜୁଏଟ କୋର୍ସ ଭର୍ତି 2022

ପଦବୀ ର ନାଁ – ଟିଜିସି
ପଦବୀ ସଂଖ୍ୟା – ବିଭିନ୍ନ
ଯୋଗ୍ୟତା – +୨ କିମ୍ବା ସ୍ନାତୋକ
– ଆବେଦନର ଅନ୍ତିମ ତିଥି – ୯.୬.୨୦୨୨

ଇଣ୍ଡିଆନ ଆର୍ମିରେ ଭର୍ତି 2022
– ପଦବୀ ନାଁ – ବିଭିନ୍ନ
– ପଦବୀ ସଂଖ୍ୟା – ୩୫୦
– ଯୋଗ୍ୟତା – ୧୦ମ କିମ୍ବା +୨ ପାସ
– ଆବେଦନର ଅନ୍ତିମ ତାରିଖ – ୧୬.୬.୨୦୨୨

ବିଏସଏଫ ସବ ଇନ୍ସପେକ୍ଟର ରେ ଭର୍ତି 2022
– ପଦବୀ ନାମ – ସବଇନ୍ସପେକ୍ଟର
– ପଦବୀ ସଂଖ୍ୟା – ୯୦
– ଯୋଗ୍ୟତା – ଡିପ୍ଲୋମା / ଗ୍ରାଜୁଏଟ
– ଆବେଦନ ର ଅନ୍ତିମ ତାରିଖ – ୮/୬/୨୦୨୨

ସିଆଇଏସଏଫ କନ୍ଷ୍ଟେବଳ
– ପଦବୀ ନାଁ କନ୍ଷ୍ଟେବଳ
– ପଦବୀ ସଂଖ୍ୟା – ୧୧୪୯
– ଯୋଗ୍ୟତା – ୧୦ମ /ଦ୍ୱାଦଶ ପାସ
– ଆବେଦନର ଶେଷ ତାରିଖ – ୪/୬/ ୨୦୨୨

– ଡିଫେନ୍ସ ଅର୍ଥାତ ରକ୍ଷା ବିଭାଗ ସହିତ ଜଡିତ ଅନ୍ୟାନ୍ୟ ପୋଷ୍ଟ ପାଇଁ sarakariprep.in ରେ କ୍ଲିକ କରନ୍ତୁ l
– ଏହାପରେ ବିଭାଗୀୟ ବିଜ୍ଞାପନ କୁ ଅବଲୋକନ କରନ୍ତୁ l
– ଅଧିକାରିକ ୱେବସାଇଟ www.mod.gov.in କୁ କ୍ଲିକ କରନ୍ତୁ l
ଏହାଛଡା ଆପଣ ଗୁଗୁଲ ରେ ମଧ୍ୟ ସର୍ଚ୍ଚ କରି ପରିବେ l

Leave A Reply

Your email address will not be published.