Odisha news

ସ୍ନାନଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

0

ଭୁବନେଶ୍ୱର : ପବିତ୍ର ସ୍ନାନଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଅଗଣିତ ଜଗନ୍ନାଥ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ ଟୁଇଟ୍ କରି ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ମହାପ୍ରଭୁଙ୍କ କରୁଣାରୁ ମାନବ ଜାତି କରୋନା ମହାମାରୀ ସଙ୍କଟରୁ ଅଚିରେ ନିସ୍ତାର ପାଇବ ବୋଲି ସେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.