ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅସୁସ୍ଥ : ଆପଲୋ ହସ୍ପିଟାଲରେ ଭର୍ତ୍ତି ରାଜ୍ୟ By On Jul 23, 2020 0 Share ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆପଲୋ ହସ୍ପିଟାଲରେ ରାଜ୍ୟପାଳଙ୍କ ରୁଟିନ୍ ଚେକଅପ୍ ଚାଲିଛି। ତେବେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ଜଣାପଡ଼ିଛି। 0 Share