Odisha news

ଶୁଭ ସକାଳ

ଶୁଭ ସକାଳ ରେ ଶୁଭ ମନାସୁଛି
କାଳିଆ ଠାକୁର ପାଶେ
କୁସୁମିତ କରୁ ଚଲାପଥ ତମ
ସରଗୁ ଅମୃତ ଖସେ  ।..
ଏବେ ଆସୁ ସୁଖ ଶାନ୍ତି ର ସମୟ
 କରୋନା ର ପରେ ପରେ
ସଭିଙ୍କ ମୁହଁ ରେ ହସ ଫୁଟି ଉଠୁ
ଶାନ୍ତି ଖେଳୁ ଘରେ ଘରେ । ..
       *****  ଅକ୍ଷୟ ପଣ୍ଡା

Comments are closed.