ଶୁଭ ସକାଳ ସ୍ୱତନ୍ତ୍ର By On Feb 11, 2021 Share ସବୁଜ ଘାସ ର ଗାଲିଚା ଉପରେ ସୁନେଲି କିରଣ ହସେ ସଜ କୁସୁମ ଟା ମହ ମହ ହୋଇ ମହକ ମହକି ବାସେ ।.. ବସନ୍ତ ଋତୁର ଆଗମନ ପାଇଁ ଫୁଲ ର ସାଜିଛି ହାଟ କରୋନା ସହିତ ଶୀତ ଚାଲିଯିବ ଛାଡି ଦିଅ ତାକୁ ବାଟ ।.. Share
Comments are closed.