ଶୁଭ ସକାଳ କୁ ସ୍ଵାଗତ କରୁଛୁ
ଆଶାର ଆଲୋକ ଜାଳି
ବିଶ୍ବାସ ର ବନ୍ଧ ଭାଙ୍ଗିବା ଆଗରୁ
କରୋନା କୁ ଦେଲୁ ଟାଳି ।..
ମନରେ ଭରିଲା ଆଶା ଭରସା ର,
ସମ୍ପର୍କ ର ମହା ସେତୁ
ଦୂରେଇ ଦେଇଛୁ ମନ ଆକାଶ ରୁ
ବିପଦର ଧୂମକେତୁ ।..
ଅଦେଖା ହାତରେ ଅଜାଡ଼ି ଦେଲୁରେ
ବଞ୍ଚିବା ର ସୁଖ ଝୁଡ଼ି ।
ଜଗତ ବାସୀଙ୍କୁ ସୁଖ ଦେବା ପାଇଁ
ଆସିବୁ କାଳିଆ ଉଡ଼ି ।..
***** ଅକ୍ଷୟ ପଣ୍ଡା
Comments are closed.