Odisha news

ସୁନା ସଫେଇ ଠକ ଗିରଫ

0

ସମ୍ବଲପୁର, ୨୮ା୨ : ସମ୍ବଲପୁର ସହରରେ ଗତ କିଛି ବର୍ଷ ହେବ ସୁନାଗହଣା ସଫେଇ ଆଳରେ ନିରୀହ ମହିଳାଙ୍କ ଠାରୁ ମୂଲ୍ୟବାନ ସୁନା ଅଳଙ୍କାର ଠକେଇ ହେଉଥିଲା । ଠକେଇ କରୁଥିବା ଲୋକେ ସୁନା ଅଳଙ୍କାର ଧରି ଚମ୍ପଟ ମାରୁଥିବା ବେଳେ ଏହି ଗ୍ୟାଙ୍ଗର ଜଣେ ସଦସ୍ୟକୁ ପୋଲିସ ଧରିବାରେ ସଫଳ ହୋଇଛି । ଏହି ସୁନା ଲୁଟେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.