Odisha news

ମହିଳାଙ୍କୁ ପସନ୍ଦ ଆସିଲାନି ନିଜର ଗୁପ୍ତାଙ୍ଗ , କଲେ ବିଚିତ୍ର ଏକ୍ସପେରିମେଣ୍ଟ ,ଅବସ୍ଥା ହେଲା ଏହିପରି

ନୂଆଦିଲ୍ଲୀ : ଦ ବ୍ୟାଡ଼ ଗାର୍ଲ ଗାଇଡ଼ ଟୁ ୱେଟର ଲେଖିକା କେସି ବେରୋଶ ଙ୍କୁ ନିଜର ଗୁପ୍ତାଙ୍ଗ ପସନ୍ଦ ନଥିଲା , ସେ ଏଥିରୁ ତ୍ରାହି ପାଇବା ପାଇଁ ଗୋଟିଏ ଅଦ୍ଭୁତ ନିଷ୍ପତି ନେଇଥିଲେ l କେସି ସ୍ଥିର କଲେ ନିଜର ଗୁପ୍ତାଙ୍ଗ କୁ ବାର୍ବି ଉଲ୍ ର ରୂପ ଦେଇଥିଲେ l ସେଥିପାଇଁ ସର୍ଜରୀ କରିବାର ବିକଳ୍ପ ବାଛି ଥିଲେ l କିନ୍ତୁ ଆଜି ସେ ନିଜର ନିଷ୍ପତି କୁ ନେଇ ପସ୍ତାଉ ଛନ୍ତି l କେସି ଲୋବିଆପ୍ଲାସ୍ଟି ରେ ଗୋଟିଏ ଡକୁମେଣ୍ଟାରୀ ଦେଖିଥିଲେ l

ଏହାପରେ ସେ ଡିଜାଇନର ରୂପ ବିଷୟରେ ଚିନ୍ତା କଲେ l ଲୋବିଆପ୍ଲାସ୍ଟି  ଗୋଟିଏ କେମିକାଲ ପ୍ରକ୍ରିୟା ଅଟେ , ଯାହା ଜରିଆରେ ଶରୀରର ଅଂଶ ର ଡିଜାଇନ ବଦଳା ଯାଇ ପାରିବ l ୨ଟି ସନ୍ତାନଙ୍କ ଜନନୀ ହୋଇଥିବା କେସି କହିଛନ୍ତି ମୋ ମନରେ ବିଚାର ଆସିଲା ଯେ ମୁଁ ମୋର ଯୌନାଙ୍ଗ କୁ ବଦଳାଇ ଦେବୀ l ମୁଁ ଆଶା କରିଥିଲି ଖୁବ ଉନ୍ନତ ଅନୁଭବ କରିବି ଓ ମୋର କନଫିଡେନ୍ସ ବଢିବ , କିନ୍ତୁ ସେପରି ହେଲା ନାହିଁ l ଅପରେସନ ପୂର୍ବରୁ କେସି ଅନେକ ସର୍ଜନ ଙ୍କ ରାୟ ମାଗିଥିଲେ ଓ ନିଜର ସର୍ଜରୀ ପାଇଁ ଡକୁମେଣ୍ଟାରୀ ରେ ଦେଖାଯାଇଥିବା ଡାକ୍ତରଙ୍କ ବୁକିଂ ନେଲେ l

ଅପରେସନ ପରେ କେସି ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଯେତେବେଳେ ସେ ୨ଟି ସନ୍ତାନଙ୍କର ଜନନୀ ହୋଇଗଲେ ଭାବନାତ୍ମକ ଭାବରେ ଚିନ୍ତିତ ରହିଲେ l ଯେପରି ସମୟ ଅତିବାହିତ ହେବାକୁ ଲାଗିଲା କେସି ନିଜର ନିଷ୍ପତି ପାଇଁ ଲଜ୍ଜିତ ଅନୁଭବ କଲେ ଓ ପଶ୍ଚାତାପ କଲେ l ବର୍ତମାନ କେସି ଙ୍କୁ ଲାଗୁଛି ଯେଉଁ ଭିଡିଓ କୁ ଦେଖି ସେ ପ୍ରଭାବିତ ହୋଇଥିଲେ ତାହା ବାସ୍ତବିକ ନଥିଲା l ତାଙ୍କୁ ଲାଗିଥିଲା ଯେ ତାଙ୍କର ନିଷ୍ପତି ର ପ୍ରଭାବ ତାଙ୍କ ପିଲା ମାନଙ୍କ ଉପରେ ପଡିଥିଲା l ବର୍ତମାନ ସେ ଲୋକମାନଙ୍କୁ କହୁଛନ୍ତି ଯେ ଏହିଭଳି ଭିଡିଓ ଦ୍ୱାରା ଅନୁପ୍ରାଣିତ ନହେବା ପାଇଁ l

Govt

Comments are closed.