Odisha news

ଯେଉଁ ଝିଅ ମାନଙ୍କ ନାମ ହୋଇଥାଏ ଏହି ଅକ୍ଷର ରୁ ଆରମ୍ଭ ,ସେମାନେ ଶ୍ୱଶୁର ଘର ପାଇଁ ହୋଇପାରନ୍ତି ଭାଗ୍ୟଶାଳୀ

ବିବାହ ପରେ ସମସ୍ତଙ୍କ ଜୀବନରେ ଆସିଥାଏ କିଛିନା କିଛି ପରିବର୍ତନ l କିଛି ଲୋକଙ୍କର ଜୀବନ ବିବାହ ପରେ ବଦଳି ଯାଇଥାଏ l ଅଚାନକ ଭାବରେ କିଛି ବ୍ୟକ୍ତି ଖୁବ ଉନ୍ନତି କରିବାକୁ ଲାଗି ଥାଆନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୁଅ ଓ ଝିଅ ଙ୍କ ଗ୍ରହ ନକ୍ଷତ୍ର ରେ ଖୁବ ପରିବର୍ତନ ହୋଇଥାଏ l ଏମିତିରେ ଦେଖିବାକୁ ଗଲେ କନ୍ୟା ମାନେ ସବୁବେଳେ ଘର ଓ ବଂଶ ର ଗର୍ବ ହୋଇ ଥାନ୍ତି l କିନ୍ତୁ କିଛିଟା ଅକ୍ଷରର କନ୍ୟା ଖୁବ ଭାଗ୍ୟଶାଳୀ ହୋଇ ଥାଆନ୍ତି l  ଆସନ୍ତୁ ଜାଣିବା କେଉଁ ଅକ୍ଷର ଗୁଡିକ ଭାଗ୍ୟଶାଳୀ  ଅଟନ୍ତି l

* D ଅକ୍ଷର ରୁ ଆରମ୍ଭ ହେଉଥିବା ଝିଅମାନଙ୍କ ନାମ ହୋଇ ଥାଆନ୍ତି ଖୁବ ଭାଗ୍ୟଶାଳୀ l ଜ୍ୟୋତିଷ ଶାସ୍ତ୍ର ମାନ୍ୟତା ଅନୁସାରେ ଏହି ଅକ୍ଷର ଧାରୀ କନ୍ୟା ଯେଉଁ ପରିବାରରେ ବିଭାହ କରି ଥାଆନ୍ତି ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଏହି ଅକ୍ଷର ନାମ ଥିବା ଝିଅ ଶ୍ୱଶୁର ଘର ପାଇଁ ଭାଗ୍ୟଶାଳୀ ଅଟନ୍ତି l

*  ଯେଉଁ ଝିଅ ମାନଙ୍କର ନାମ G ଅକ୍ଷରରୁ ଆରମ୍ଭ ହୋଇଥାଏ ନିଜ ଠାରୁ ଅଧିକ ଅନ୍ୟ ମାନଙ୍କ ପାଇଁ ଭାଗ୍ୟଶାଳୀ  ହୋଇ ଥାଆନ୍ତି l ଏମାନଙ୍କ ଦ୍ୱାରା ଘର ପରିବାର ରେ ସୁଖ ସମୃଦ୍ଧି ରହିଥାଏ l

* ଯେଉଁ ଝିଅ ମାନଙ୍କ ନାମ J ଅକ୍ଷରରୁ ଆରମ୍ଭ ହୋଇଥାଏ ଖୁବ ମିସାଣିଆ ସ୍ୱଭାବର ହୋଇ ଥାଆନ୍ତି l ଏମାନେ ନିଜ ଶ୍ୱଶୁର ଘର ପାଇଁ ଭାଗ୍ୟଶାଳୀ ଅଟନ୍ତି l କୁହାଯାଏ ଯେ ଏମାନଙ୍କ ବିବାହ ଯେଉଁ ଘରେ ହୋଇଥାଏ ସେହି ଘର ଧନଧାନ୍ୟ ରେ ପୁରୀ ଯାଇଥାଏ l

* ଯେଉଁ ଝିଅ ମାନଙ୍କ ନାମ S ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ଖୁବ ସ୍ନେହୀ ହୋଇ ଥାଆନ୍ତି l ସେ ସମସ୍ତଙ୍କୁ ସ୍ନେହରେ ବାନ୍ଧି ରଖିବାକୁ ଚାହିଁ ଥାଆନ୍ତି l ଏମାନେ ଯେଉଁ ସ୍ଥାନରେ ରୁହନ୍ତି ସେଠାକାର ବାତାବରଣ ଖୁବ ଆନନ୍ଦିତ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ୱଶୁର ଘର ଲୋକଙ୍କ ପାଇଁ ଖୁବ ଭାଗ୍ୟଶାଳୀ ଅଟନ୍ତି l

* ଯେଉଁ ଝିଅ ମାନଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଘର ସମ୍ଭାଳିବା ରେ ଧୁରନ୍ଧର ଅଟନ୍ତି l  ଏହି ଅକ୍ଷରର ଝିଅ ମାନେ ଉଭୟ ଶ୍ୱଶୁର ଘର ଓ ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ଅଟନ୍ତି l

Shares