Odisha news

ବୈଜ୍ଞାନିକ ଙ୍କ ଖୁଲାସା : ଗାୟତ୍ରୀ ମନ୍ତ୍ର ପାଠ କରିବା ଦ୍ୱାରା ଦୂର ହୋଇଥାଏ ଏହି ୫ଟି ସ୍ୱାସ୍ଥ୍ୟ ସମସ୍ୟା

0
ମନ୍ତ୍ରରେ ରହିଥାଏ ଅଦ୍ଭୁତ ଶକ୍ତି l ଗାୟତ୍ରୀ ମନ୍ତ୍ରକୁ ହିନ୍ଦୁ ଧର୍ମରେ ଖୁବ ଶୁଭ ବୋଲି କୁହାଯାଇ ଥାଏ l ସମସ୍ତ ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତି ଙ୍କର ଗାୟତ୍ରୀ ମନ୍ତ୍ର ଉପରେ ଅଳ୍ପ ବହୁତେ ଜ୍ଞାନ ରହିଛି l ନିକଟରେ ବ୍ୟଜ୍ଞାନିକ ଙ୍କ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ମାନସିକ ଶାନ୍ତି ସହିତ ଭଲ ସ୍ୱାସ୍ଥ୍ୟ l କିଛି ଲୋକଙ୍କର ଧାରଣା ରହିଛି ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ l ଏହା ବହୁତ କମ ଲୋକ ଜାଣିଛନ୍ତି ଯେ ୪ ବେଦ ଓ ୨୪ ଶବ୍ଦାଅଂଶ କୁ ମିଶାଇ ଗାୟତ୍ରୀ ମନ୍ତ୍ର ପ୍ରସ୍ତୁତ ହୋଇଛି , ଯାହା ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇ ଥାଏ l
କଣ କହୁଛି ବୈଜ୍ଞାନିକ ଙ୍କ ଅଧ୍ୟୟନ :
* ଆଜିର ବ୍ୟସ୍ତ ବହୁଳ ଜୀବନ ରେ ପ୍ରତ୍ୟେକ ବ୍ୟକ୍ତି ମାନସିକ ଚାପରେ ପୀଡିତ ରହୁଛନ୍ତି l ତେଣୁ ଏପରି ସ୍ଥିତିରେ ମାନସିକ ଶାନ୍ତି ଖୁବ ଆବଶ୍ୟକ l ଏପରି ସ୍ଥିତି ରେ ବୈଜ୍ଞାନିକ ମାନେ ଗାୟତ୍ରୀ ମନ୍ତ୍ରକୁ ଗୁରୁତ୍ୱ ଦେଇଛନ୍ତି l ଗାୟତ୍ରୀ ମନ୍ତ୍ର ଆରମ୍ଭରେ ଥିବା ଓଁ ଶବ୍ଦ ଓଠରେ ଗୋଟିଏ ପ୍ରକାରର ଭାଇବ୍ରେସନ ସୃଷ୍ଟି କରି ଜିଭ ପର୍ଯ୍ୟନ୍ତ ଯାଇଥାଏ ଓ ମସ୍ତିଷ୍କ କୁ ଶାନ୍ତ କରିଥାଏ l ଯାହାଦ୍ୱାରା ବ୍ରେନ ରିଲାକ୍ସସିଂ ହର୍ମୋନ ନିର୍ଗତ ହୋଇଥାଏ l
* ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଜିଭ, ଓଠ, ଭୋକାଲ କର୍ଡ ଉପରେ ପ୍ରେସର ପଡିଥାଏ l ଯାହାଦ୍ୱାରା ଏହାର ଭାଇବ୍ରେସନ ମସ୍ତିଷ୍କ ପର୍ଯ୍ୟନ୍ତ ପହଂଚି ଥାଏ ଓ ବ୍ରେନ ହାଇପୋଥଲମଶ ଗ୍ଲାଣ୍ଡ କୁ ସ୍ଟିମୁଲେଟ କରିଥାଏ l ଏହି ଗ୍ଲାଣ୍ଡ ଅନେକ ପ୍ରକାରର ବଡି ଫଙ୍କସନ କୁ କଣ୍ଟ୍ରୋଲ କରିଥାଏ l ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଶରୀରର ସମସ୍ତ ଚକ୍ର ଆକ୍ଟିଭ ହୋଇଯାଇ ଥାଏ ଓ ଶରୀର କୁ ଶକ୍ତି ମିଳିଥାଏ l
* ଗବେଷଣା ଅନୁସାରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଡିପ୍ରେସନ ଭଳି ରୋଗ ଦୁରେଇ ଯାଇଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଏହି ମନ୍ତ୍ରର ଭାଇବ୍ରେସନ ଶରୀରରୁ ଏଡରଫିଙ୍ଗସ ଓ ରିଲାକ୍ସସିଂ ହର୍ମୋନ କୁ ରିଲିଜ କରିଥାଏ, ଯାହାଦ୍ୱାରା ଡିପ୍ରେସନ ଦୂର ହୋଇଥାଏ l
* ଇଣ୍ଟରନେସନାଲ ଜର୍ଣ୍ଣାଲ ଅଫ ୟୋଗା ରେ ଛପା ଯାଇଥିବା ଗୋଟିଏ ରିସର୍ଚ୍ଚ ଅନୁସାରେ ଗାୟତ୍ରୀ ମନ୍ତ୍ର ର ଉଚ୍ଚାରଣ ଦ୍ୱାରା ଶରୀରରେ ଯେଉଁ ଭାଇବ୍ରେସନ ହୋଇଥାଏ ଏହାଦ୍ୱାରା ମୁଖ ମୁଣ୍ଡଳ ଓ ଥାର୍ଡ଼ ଆଇ, ଥ୍ରୋଟ ଓ କ୍ରାଉନ ଚକ୍ର ସବୁଠୁ ଅଧିକ ଆକ୍ଟିଭ ହୋଇଥାଏ l ଏହାଦ୍ୱାରା କନ୍ସଷ୍ଟ୍ରେସନ ବଢାଇବାରେ ସାହାଯ୍ୟ କରିଥାଏ l
* ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବା ସମୟରେ ପ୍ରଶ୍ୱାସ କଣ୍ଟ୍ରୋଲ କରିବା ଜରୁରୀ l ଏହାଦ୍ୱାରା ଲଙ୍ଗସ ଇନଫେକ୍ସନ ମଧ୍ୟ ହୋଇ ନଥାଏ l ଏହାଛଡା ଆପଣଙ୍କ ଶ୍ୱାସକ୍ରିୟା ରେ ସୁଧାର ଆସିଥାଏ l ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ଠିକ ଭାବରେ ଅକ୍ସିଜେନ ମଧ୍ୟ ପହଞ୍ଚି ଥାଏ l
IEC 2 years
Leave A Reply