Odisha news

ଗ୍ୟାସ୍‍ ଲିକ୍‍ରୁ ଲାଗିଲା ନିଆଁ: ୬ ଗୁରୁତର

0

ଭୁବନେଶ୍ୱର, : ନୂଆପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‍ପି ଛକ ମୁଣ୍ଡାସାହି ବସ୍ତିରେ ଗ୍ୟାସ୍‍ ଲିକ୍‍ ହୋଇ ନିଆଁ ଲାଗିଯିବାରୁ ୬ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଦେଖି ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Leave A Reply