ଭଦ୍ରକ, ୨୭/୦୫ : ଆଜି ଏକ ସଙ୍ଗରୋଧ କେନ୍ଦ୍ରରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଜଳମଣ୍ଡୁଆ ପଂଚାୟତର ଭଗିବିନ୍ଧା କ୍ୱାରେ ।ଇନ୍ ସେ ରରେ ରୋଷେଇ ବେଳେ ଗ୍ୟାସ୍ ଲିକ୍ ହୋଇ ଘଟିଛି ଅଗ୍ନିକାଣ୍ଡ । ତେବେ ଏଥିରୁ ଅନ୍ତେବାସୀ ଅଳ୍ପକେ ବର୍ତି ଯାଇଥିବାବେଳେ ଜଣେ ରୋଷେୟା ଆହତ ହୋଇଛନ୍ତି । ନିଆଁରେ ରାସନ ସାମଗ୍ରୀ ସହ ଅନ୍ୟ କିଛି ରୋଷେଇ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।