Odisha news

ସଡ଼କ ଦୃଘଟଣାରେ ମଲାଡ଼ ଆର ଆଇ ଆହାତ

0
ଗଞ୍ଜାମ : ଗଞ୍ଜାମ ସହର ସ୍ଥିତ ବ୍ଲକ ସମ୍ମୁଖ ମୁଖ୍ୟ ରାସ୍ତାରେ ଏକ ସଡ଼କ  ଦୃଘଟଣାରେ ମଲାଡ଼ ଆର ଆଇ ଆହତ ହୋଇଥିବା ଜଣାଅପଡ଼ିଛି l ଗଞ୍ଜାମ ସହର ରୁ ପୂର୍ବହ୍ନରେ ନିଜ ସ୍କୁଟି ନେଇ ନିଜ କର୍ମକ୍ଷେତ୍ରକୁ ଆର ଆଇ ସୁଜ୍ଞାନୀ ବେହେରା ଯାଉଥିବା ବେଳେ ଜୈନେକ ସ୍କୁଲଛାତ୍ର ଙ୍କ ସହ ଧକ୍କା ହୋଇଥିଲା l ଛାତ୍ର ଜଣଙ୍କୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ ସୁଧା ସ୍କୁଟି ଟି ଛାତ୍ରର ଡେଣାରେ ବାଜିଥିଲା l ଆର ଆଇ ଛିଟିକି ହୋଇ ତଳେ ପଡି ଆହାତ ହୋଇଥିଲେ l ଛାତ୍ର ଜଣଙ୍କ ମଧ୍ୟ ଆହତ ହୋଇ ଦୁହେଁ ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିଶ୍ଚିତ ହୋଇଥିଲେ l ଆର ଆଇ ଙ୍କ ସ୍ୱାସ୍ଥ୍ୟବସ୍ତା ଟିକେ ଗୁତୁତ୍ତର ଥିବାରୁ ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକ ମେଡିକେଲ ରେ ପହଞ୍ଚି ତାଙ୍କ ସ୍ୱସ୍ତ୍ୟବସ୍ତା ପଚାରି ବୁଝିବା ସହ ଉତ୍ତମ ଚିକିତ୍ସା ନେଇ ଆୟୁଷ ଡାକ୍ତର ବନଜକାନ୍ତ କର ଙ୍କ ପରାମର୍ଷ ନେଇଥିଲେ l
Nalco
Leave A Reply