Odisha news

ରାଜ୍ୟର ପ୍ରଥମ ଗ୍ରାମଞ୍ଚଳପାର୍କ କୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା

0
ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଗଂଜାମ ବ୍ଲକ ଅନ୍ତର୍ଗତ କାଇଁଛପୁର ପଂଚାୟତ ର ଚତୁର୍ଦ୍ଦଶ ଅର୍ଥକମିଶନ ଏବଂ ଏମ.ଜି. ଏନ.ଆର.ଇ..ଜି. ଏ , ମିଳିତ ଅନୁଦାନ ରେ ନିର୍ମାଣ ହୋଇଥିବା ଏହି ପାର୍କ ରାଜ୍ୟର ପ୍ରଥମ ଗ୍ରାମାଞ୍ଚଳ  ପାର୍କ ରୂପେ ବିବେଚିତ ହୋଇଥିବା ରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ଟୁଇଟ ଯୋଗେ ସାଧୁବାଦ ଜଣାଇଛନ୍ତି ।
ଟୁଇଟ ରେ ମୁଖ୍ୟମନ୍ତ୍ରୀ ସହାରାଞ୍ଚଳ ପାର୍କ ଭଳି ଗ୍ରାମାଞ୍ଚଳରେ  ଏହି ପାର୍କ ଟି ହୋଇଥିବାରୁ  ସହରାଞ୍ଚଳୟକୁ ଏକ ଉଦାହରଣ ସୃଷ୍ଟି କରିଛି ।ଉକ୍ତ ପାର୍କଟି ପାଞ୍ଚଶହ ହେକ୍ଟର ଜମିରେ ନିର୍ମିତ ହୋଇଛି । ଉକ୍ତ ପାର୍କ ଟି ସହରାଞ୍ଚଳ କୁ ଗମନାଗମନ ର ଏକ ଆକର୍ଷଣ କେନ୍ଦ୍ରବିନ୍ଦୁ ହେବ ।
ସ୍ଥାନୀୟ ସରପଞ୍ଚ   ବ୍ଲକ ପ୍ରଶାସନ  ଓ ଗ୍ରାମବାସୀଙ୍କ ଇଛାଶକ୍ତି ଯୋଙ୍ଗୁ ଗଞ୍ଜାମ ବ୍ଲକ ରେ ରାଜ୍ୟରେ ଏଭଳି ଏକ ପାର୍କ ନିର୍ମାଣ ହୋଇଥିବା ରୁ ସବୁ ମହଲରୁ ସରପଞ୍ଚ ସନ୍ତୋଷ ରେଡି, ବ୍ଲକ ପ୍ରଶାସନ କୁ   ସାଧୁବାଦ ମିଳିଛି । ପ୍ରକାଶ ଥାଉ କି ଉକ୍ତ ପାର୍କ କୁ ବିହାର ଏକ IAS ଟିମ, ଦିଲ୍ଲୀ ଜୁନିୟର ରେଡ଼କ୍ରସ ଟିମ ,         ତତ୍କାଳୀନ  ପଞ୍ଚାୟତ ରାଜ ସଚିବ, ନିର୍ଦ୍ଦେଶକ ଉକ୍ତ ପାର୍କ ପରିଦର୍ଶନ କରି ମନମୁଗ୍ଧ ହୋଇଥିଲେ ।
Leave A Reply