ବ୍ରହ୍ମପୁର : ଗଞ୍ଜାମ ବାସୀ ଙ୍କୁ ପ୍ରତାରଣା କରିଥିବା ମୁଖ୍ୟମନ୍ତ୍ରୀ ଙ୍କୁ କଳା ପତାକା ଦେଖାଇ ବିରୋଧ । ଗତ ଫେବୃଆରୀ ୨୮ ତାରିଖ ରେ ହୋଇଥିବା ବିଧାନ ସଭା ଘେରାଉ ରେ ରାଜ୍ୟ ସଭାପତି ଇର|ସିସ ଆଚାର୍ଯ୍ୟ ସମେତ ଅନ୍ୟ 22 ଜଣ ସଦସ୍ୟ ଙ୍କୁ ମିଥ୍ୟା ଅଭିଯୋଗ ରେ ଗିରଫ କରି ଜାଣି ଶୁଣି ମୋର୍ଚ୍ଚ ସଦ୍ୟସ ମାନଙ୍କୁ ଜେଲେ ରଖିବା ମାସେ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ charg seet ନ କରିବା ପୋଲିସ ର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଚି ,ଦିନ ଦିପହର ରେ ମନ୍ତ୍ରୀ ଙ୍କୁ ହତ୍ୟା ,ନାରୀ ନିର୍ଯ୍ୟାତନା , ରେ ଓଡ଼ିଶା 1 ନମ୍ବର କିନ୍ତୁ ଆଜି ବି ନୀତିକତା ଦୃଷ୍ଟି ରୁ ମୁଖ୍ୟ ମନ୍ତ୍ରୀ ଗାଦି ନ ଛାଡିବା ଅପାରଗ ଅକାମ୍ୟ ।ଏଣୁ ଆଜି ଯୁବମୋର୍ଚ୍ଚ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଙ୍କ ଗଂଜାମ ଗ୍ରସ୍ତ କୁ ନିନ୍ଦା ସହ କଲା ପତକା ପଦର୍ଶନ କରାଯାଇଛି।
ଆଜି ଗଂଜାମ ଯୁବକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶିଳ।କେନ୍ଦ୍ର ସରକାର ଙ୍କ ଯୋଜନା କୁ ନିଜ ନାମରେ କରିବାରେ ନବୀନ ପଟ୍ଟନାୟକ 1 ନମ୍ବର।ମାଗଣା ଯୋଜନା ରେ ଯୁବକ ମାନଙ୍କୁ ଆକ୍ରମନ୍ୟ କରି ଭୋଟ ବ୍ୟାଙ୍କ ର ମୋହର ସଜାଇବା ରାଜ୍ୟ ସରକାରଙ୍କ ଯୁବ ବିରୋଧୀ ନୀତି କୁ ବିରୋଧ କରୁଚି।
ଏଣୁ ଆଗାମୀ ଦିନ ରେ ମୁଖ୍ୟମନ୍ତ୍ରୀ ଯେଉଁ ଜାଗା କୁ ଗ୍ରସ୍ତ କରିବେ ସେଠାରେ ଯୁବମୋର୍ଚ୍ଚ ତରଫରୁ ବିରୋଧ କରାଯିବ।ଏହା ଆମର ରାଜ୍ୟ ସରକାରଙ୍କୁ ନିର୍ଣ୍ଣାୟକ ଚେତାବନୀ। ରାଜ୍ୟ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେଵ
ଯୁବମୋର୍ଚ୍ଚ ସଭାପତି ଶିବ ଶଙ୍କର ନାୟକ, ସାଧାରଣ ସମ୍ପାଦକ ତୁଟୁନ ପାତ୍ର , ସୁମନାଥ ପାତ୍ର, ଜିଲ୍ଲା ସମ୍ପାଦକ ମାତା ପ୍ରାସଦ ନାୟକ , ଅଙ୍କୁଳି ମଣ୍ଡଳ ସଭାପତି ସୁମିତ ପାତ୍ର ,ଗଟେ ବଜାର ମଣ୍ଡଳ ସଭାପତି ଦେବୁନୁ ପଟ୍ଟନାୟକ ,ମୋନାଜ ମହାରଣା, କମଳ ପାତ୍ର, ବାପି ପ୍ରଧାନ, କିସର ସାହୁ, କେ ରବି ରାଓ ,ଜି ନାରୟଣ ,ଆକାଶ ଗୌଡ଼ , ନିରଞ୍ଜନ ବେହରା , ରବି ବେହରା , ମନୋଜ ବେହରା ,B ଆନନ୍ଦ , ସାଗର ନାୟକ ,ବଳିଆ ନାୟକ ,ରାଜେଶ୍ୱର ମହାପାତ୍ର , ଦୀପକ ନାୟକ ,ଇ. ସନ୍ଦୀପ ପତ୍ର ,ବି ବାବୁ ପତ୍ର ,ସରୋଜ ଦାଶ ,ବାପୁଜୀ ସାହୁ , ଦୀନବନ୍ଧୁ , ଫକୀର ବେହରା ,
