Odisha news

ଗୁରୁବାର ଦିନ ଗଙ୍ଗା ଜଳ ରେ କରନ୍ତୁ ଏହି ଉପାୟ , ଦୂର ହେବ ଧନ ସମ୍ବନ୍ଧୀୟ ସମସ୍ୟା

0
ଆଜି ହେଉଛି ଗଙ୍ଗା ସପ୍ତମୀ ଅଟେ l ଶାସ୍ତ୍ର ରେ ଗଙ୍ଗାଜଳ କୁ ନେଇ କିଛି ବିଶେଷ ଉପାୟ କୁହାଯାଇଛି ଯେ ଗଙ୍ଗା ସପ୍ତମୀ ଦିନ ଗଙ୍ଗାଜଳ ରେ କିଛିଟା ଉପାୟ କରିବା ଦ୍ୱାରା ପରିବାରର ଅସୁବିଧା ଦୂର ହୋଇଥାଏ ଓ ଜୀବନ ରେ ସୁଖସମୃଦ୍ଧି ଆସିଥାଏ l
– ଆଜି ଗଙ୍ଗା ସପ୍ତମୀ ରେ ଶିବଲିଙ୍ଗ ରେ ଗଙ୍ଗାଜଳ ରେ ଅଭିଷେକ କରନ୍ତୁ l ମହାଦେବ ଙ୍କୁ ଗଙ୍ଗାଜଳ ଅର୍ପଣ କରିବା ପରେ ଏହି ଗଙ୍ଗାଜଳ କୁ ଘରର ଚାରିଆଡେ ଛିଞ୍ଚି ଦିଅନ୍ତୁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଓ ପରିବାର ରେ ସୁଖ ଶାନ୍ତି ଆସିଥାଏ l
– ଗଙ୍ଗାଜଳ ଗୋଟିଏ ଖୁବ ପବିତ୍ର ଜିନିଷ l ଗଙ୍ଗା ସପ୍ତମୀ ରେ ଗଙ୍ଗା ଜଳ ରେ କଳା ରାଶି ପକାଇ ଓସ୍ତ ବୃକ୍ଷ କୁ ଅର୍ପଣ କରନ୍ତୁ l କୁହାଯାଏ ଯେ ଏହାଦ୍ୱାରା ଶନି ଦୋଷ ଦୂର ହୋଇଥାଏ ଓ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l
– ଯଦି ବିବାହ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଉଛି , କିମ୍ବା ସୁଯୋଗ୍ୟ ଜୀବନସାଥି ମିଳୁ ନାହିଁ ତେବେ ୨୧ ଦିନ ପର୍ଯ୍ୟନ୍ତ ପାଣି ରେ ଗଙ୍ଗାଜଳ ଓ ହଳଦୀ ମିଶାଇ କନ୍ୟା ମାନେ ସ୍ନାନ କରନ୍ତୁ । ମାନ୍ୟତା ଅନୁସାରେ ଏହାଦ୍ବାରା ଗୁରୁ ମଜବୁତ୍ ହେବେ ଓ ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
– ଗୁରୁବାର ଦିନ ଟି ମା ଲକ୍ଷ୍ମୀ ଙ୍କୁ ସମର୍ପିତ ଅଟେ , ତେଣୁ ଆଜିର ଦିନରେ ଦକ୍ଷିଣା ବର୍ତି ଶଙ୍ଖ ରେ ଗଙ୍ଗାଜଳ ଓ କେଶର ମିଶାଇ ମା ଲକ୍ଷ୍ମୀ ଙ୍କୁ ସମର୍ପଣ କରନ୍ତୁ । ଏହାଛଡା ୧୦୮ ଥର ” ଓଁ ନମୋ ଗଙ୍ଗାୟେ ବିଶ୍ୱରୁପାଣି ନାରାୟଣୟୋ ନମୋ ନମଃ ” ଜପ କରନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
– ମାନ୍ୟତା ଅନୁସାରେ ଗୁରୁବାର ଦିନ ଘରର ଉତ୍ତର ଦିଗରେ ପିତଳ ବାସନ ଗଙ୍ଗାଜଳ ଭରି ରଖନ୍ତୁ । ଏହାଦ୍ବାରା ଜୀବନ ରେ ସୁଖ ସମୃଦ୍ଧି ଲାଭ ହେବ ।
Leave A Reply