Odisha news

ଦୁନିଆ ପାଇଁ ଗେମ ଚେଞ୍ଜର ହୋଇ ଥାଅନ୍ତି ଏହି ୫ଟି ଭାରତୀୟ ଆବିଷ୍କାରକ

0

କଣ ଆପଣ ଜାଣିଛନ୍ତି ଯଦି ଭାରତରେ ମୁନିଋଷି ମାନଙ୍କର ଜନ୍ମ ହୋଇ ନଥାଆନ୍ତା ତେବେ ଦୁନିଆରେ ଅନେକ ଆବିଷ୍କାର ମଧ୍ୟ ହୋଇପାରି ନଥାଆନ୍ତା l ଭାରତରେ ହୋଇଥିବା କିଛି ଆବିଷ୍କାରକ ବୈଜ୍ଞାନିକ ଦୃଷ୍ଟିକୋଣରୁ ସାରା ଦୁନିଆକୁ ନୂଆ ରାସ୍ତା ଦେଖାଇଛି l ଏଥି ମଧ୍ୟରୁ କିଛି ଆବିଷ୍କାରକ ଅନେକ ବର୍ଷ ପୂର୍ବରୁ ହୋଇସାରି ଥିଲା l

ଭାରତ ବିଶ୍ୱ ର ଅନେକ ଏଭଳି ଆବିଷ୍କାର ଦେଇଛି, ଯେଉଁ କାରଣରୁ ବିଜ୍ଞାନ ଓ ସମାଜ ର ବିକାଶ ରେ ମହତ୍ଵପୁର୍ଣ ପରିବର୍ତ୍ତନ ଆଣିଥିଲା, ଶୂନ୍ୟ ରୁ ନେଇ ସାମ୍ପୁ ପର୍ଯ୍ୟନ୍ତ ଆବିଷ୍କାର ଦୁନିଆ ପାଇଁ ଗୋଟିଏ ବଡ଼ ଅବଦାନ l

ଆଧୁନିକ ବିଜ୍ଞାନର ମୂଳଦୁଆ ରଖିଥିବା ଅନେକ ଆବିଷ୍କାରକ ଭାରତୀୟ ମାନଙ୍କର ବୁଦ୍ଧିମତା ର ପରିଣାମ ଅଟେ l ଆଜି ଆସନ୍ତୁ ଜାଣିବା କିଛିଟା ପ୍ରମୁଖ ଆବିଷ୍କାରକ ଙ୍କ ବିଷୟରେ l

– ଭାରତୀୟ ଗଣିତଜ୍ଞ ଆର୍ଯ୍ୟଭଟ ଶୂନ୍ୟ ର ଆବିଷ୍କାର କରିଥିଲେ, ଯାହାକି ଗଣିତ ଓ ବିଜ୍ଞାନ ରେ କ୍ରାନ୍ତି ଆଣିଥିଲା, ଶୂନ୍ୟ ବା ଶୂନ ବିଜ୍ଞାନ ଓ ଗଣିତ ର ସମସ୍ତ ସ୍ଥିତି କୁ ବଦଳାଇ ଦେଇଥିଲା l ୨୮୦୦ ବର୍ଷ ପୂର୍ବେ ମହର୍ଷି ସୁଶୃତ ମୋତିଆବିନ୍ଦୁ ର ସର୍ଜରୀ ର ବିଧି ଆବିଷ୍କାର କରିଥିଲେ, ଯାହାକି ଆଜି ମଧ୍ୟ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ବୋଲି ଗ୍ରହଣ କରାଯାଇ ଥାଏ l

– ଆର୍ଯ୍ୟଭଟ ଦଶମଲବ ପ୍ରଣାଳୀ ର ଆବିଷ୍କାର କରିଥିଲବେ, ଯାହାକି ଆଜିର ବିଜ୍ଞାନ, ଇଂଜିନିୟରିଂ , ବାଣିଜ୍ୟ ଓ ବିତ ର ମୁଖ୍ୟ କ୍ଷେତ୍ରରେ ବ୍ୟବହାର ହୋଇଥାଏ l

– ଶତରଂଜ ଯାହାକୁ ପୂର୍ବରୁ ଚତୁରଙ୍ଗ କୁହାଯାଉଥିଲା, ଭାରତରେ ଉତ୍ପନ୍ନ ହୋଇଥିବା ଏହି ଖେଳ ନା କେବଳ ମାନସିକ ଖେଳର ମୂଲ୍ୟ ନିର୍ଧାରଣ କରିଥାଏ, ବରଂ ଆଜିର ଦୁନିଆରେ ସବୁଠୁ ପ୍ରମୁଖ ଖେଳ ମଧ୍ୟରୁ ଗୋଟିଏ ହୋଇଯାଇଛି l

– ସିନ୍ଧୁ ଘାଟି ସଭ୍ୟତା ରେ ସାମ୍ପୁ ର ଆବିଷ୍କାର ହୋଇଥିଲା l ଯାହାକି ଆଜିର ଦିନରେ ବ୍ୟକ୍ତିଗତ  ଜୀବନ ରେ ମୁଖ୍ୟ ହୋଇଛି, ଏହା ଏକ ମହତ୍ଵପୁର୍ଣ ବସ୍ତୁ, ଏହା ଭାରତୀୟ ଯୋଗଦାନ ଥିଲା ଯାହା ଆଜି ଆମ ଦୈନନ୍ଦିନ ଜୀବନ ରେ ମୁଖ୍ୟ ହୋଇଯାଇଛି l

Leave A Reply