Odisha news

ଫଳରସରେ ମିଶି ରହିଛି ମାଛି ଡିମ୍ବ

0

ବହୁ ଦେଶରେ ଲୋକେ କୀଟ- ପତଙ୍ଗ ଖାଆନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ଖାଉଥିବା ପ୍ରୋସେସ୍‍ଡ୍‍ ଖାଦ୍ୟପଦାର୍ଥରେ କୀଟ ସାମିଲ୍‍ ଅଛି । ଏସବୁ କୀଟ ପ୍ରୋଟିନ୍‍, ହେଲ୍‍ଦି ଫ୍ୟାଟ୍‍,
ଆଇରନ୍‍ ଓ କମ୍‍ କ୍ୟାଲୋରିଯୁକ୍ତ । ଅବଶ୍ୟ ଏହା ଶରୀର ପାଇଁ କେତେକାଂଶରେ ହାନିକାରକ । ଏହି ସୂତ୍ରରେ ପ୍ରତିବର୍ଷ ପ୍ରାୟ ଆମେ ୧,୪୦,୦୦୦ କୀଟ ଖାଇଥାଉ । ଏପରିକି ଫୁଡ୍‍ ଆଣ୍ଡ୍‍ ଡ୍ରଗ୍‍ ଆଡମିନିଷ୍ଟ୍ରେସନ୍‍ (ଏଫଡିଏ) ଅନୁସାରେ ଖାଦ୍ୟରେ ଏହାର ମିଶ୍ରଣ ଆଇନସଂଗତ । ନିମ୍ନୋକ୍ତ ଖାଦ୍ୟ ଦ୍ରବ୍ୟରେ ଏହି ପ୍ରକାର କୀଟ ମିଶି ରହିଥାଏ ।

Leave A Reply